ହାଜର ହେଲେ ଅଭିଜିତ, ଆସନ୍ତାକାଲି ସତ୍ୟପାଠ ଦାଖଲ କରିବେ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶା ବିଧାନସଭାର ବିଧାୟକ ତଥା ଓଡ଼ିଶା ରାଜ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଉ ଗୋଟିଏ ଅଧିକ ଦିନ ସମୟ ଦେଇଛନ୍ତି ବିଧାନସଭା ଗୃହ…