ପାଲା ଜଗତର ଭୀଷ୍ମ ପିତାମହ – ଗାୟକ ଶେଖର ଜଗନ୍ନାଥ ବେହେରା
ପାଲାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଯେଉଁ ବିଶିଷ୍ଟ ଗାୟକଙ୍କର ପ୍ରମୁଖ ଭୂମିକା ରହିଛି ସେ ହେଉଛନ୍ତି ଗାୟକ ଶେଖର ଜଗନ୍ନାଥ ବେହେରା । ଏହି ବୟୋଜ୍ୟେଷ୍ଠ ଗାୟକଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କଟିଜଙ୍ଗା ଗାଁରେ ।
୧୯୨୫ ମସିହାରେ ଏକ କୁମ୍ଭକାର ପରିବାରରେ…