ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୂଅ ଛୁଟିଲା
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ ବର୍ଷ ବୟସରେ ଉପନୀତ ହେଲେ ।
ଭୟଙ୍କର ବାତ୍ୟା ତିତଲି ଏବଂ ବନ୍ୟାରେ ପ୍ରଭାବିତ ଦକ୍ଷିଣ ଓଡ଼ିଶାରେ କ୍ଷୟକ୍ଷତି ଘଟି ୩ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ…