Latest Odisha News

BREAKING NEWS

ଗୃହ କମିଟିରେ ପୁଣି ଥରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ଅଭିଜିତ

ଭୁବନେଶ୍ୱର: ଓଡ଼ିଶା ସମ୍ପର୍କରେ ଅଶାଳୀନ ଟିପ୍ପଣୀ ଦେଇ ପୁଣି ଥରେ ଓଡ଼ିଶା ବିଧାନସଭା ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶାର ସାମ୍ବାଦିକ, ବିଧାନସଭାର…

ରିଲିଜ ହେଲା ୨.୦ର ଟ୍ରେଲର, ନୂଆ ଲୁକରେ ଖିଲାଡି କୁମାର

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇଛି । ରିଲିଜର କିଛି ଘଣ୍ଟା ଭିତରେ ଫିଲ୍ମଟି ସୋସିଆଲ ମିଡିଆରେ ଧମାଲ କରୁଛି । ୨.୦ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ମନରେ ଖୁବ୍ ସସପେନ୍ସ ଭରି ରହିଥିଲା ।…

ଅନୁଗୁଳରେ ୩ଜଣ ଯୁବକଙ୍କ ଦ୍ୱାରା ଯୁବତୀ ଗଣଦୁଷ୍କର୍ମର ଶିକାର, ଜଣେ ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁ ଓ ତାଙ୍କର ୨ଜଣ ସାଙ୍ଗଙ୍କ ଦ୍ୱାରା ଅପହୃତ ହୋଇ ପରେ ଦୁଷ୍କର୍ମର ଶିକାର ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପାଲଲହଡ଼ା ପୋଲିସ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ…

୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ମେକ ଇନ ଓଡିଶା କନକ୍ଲେଭ-୨୦୧୮’ର ଦ୍ୱିତୀୟ ସଂସ୍କରଣରେ ଶନିବାର ଦିନ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମିପୂଜା କରିଛନ୍ତି । ଏହି ୧୫ଟି ଶିଳ୍ପରେ ମୋଟ ୧୮୦୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହା…

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ୩ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ନିକଟରେ ବିଦ୍ୟୁତ ଆଘାତ ଜନିତ ୭ଟି ହାତୀ ମୃତ୍ୟୁ ଘଟଣାରେ ଶନିବାର ଦିନ କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ଅକ୍ଟୋବର ୨୭ ତାରିଖରେ ଏହି ହାତୀପଲ ଢେଙ୍କାନାଳ ଜିଲ୍ଲାସ୍ଥିତ କମଳାଙ୍ଗ ନିକଟରେ…

ସାବରୀମାଲାର ୪ଟି ସ୍ଥାନରେ ଲାଗୁହେବ ୧୪୪ ଧାରା

ନୂଆଦିଲ୍ଲୀ : ମହିଳାଙ୍କ ପ୍ରବେଶକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଏହି ସାବରିମାଲା ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ହେବାକୁ ଥିବାବେଳେ ଆସନ୍ତା ନଭେମ୍ବର ୫ ତାରିଖରେ ପୁଣି ଥରେ ମନ୍ଦିର ଖୋଲାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…

ଭଞ୍ଜନଗରରେ ମାଓବାଦୀ ପୋଷ୍ଟର, ବିଧାୟକଙ୍କୁ ହତ୍ୟା ଧମକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୧୮ କିମି ଦୂର ଦଦରାଲୁଣ୍ଡା ବସଷ୍ଟାଣ୍ଡରେ ଶନିବାର ଦିନ ଏକ ମାଓବାଦୀ ବ୍ୟାନର୍ ଟଙ୍ଗା ହୋଇଥିବାର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ଗଞ୍ଜାମ ଜିଲ୍ଲାର ୨ଜଣ ବିଧାୟକଙ୍କ ସମେତ ପୋଲିସ ଇନଫର୍ମରଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେହି ମାଓବାଦୀ ବ୍ୟାନରରେ…

ମିଶନ ସୁନ୍ଦରୀ: ସାତକୋଶିଆରେ ପହଞ୍ଚିଲା ତାଲିମପ୍ରାପ୍ତ ଯଶୋଦା ହାତୀ

ଅନୁଗୁଳ : ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ନାକେଦମ ହୋଇଥିବା ବନବିଭାଗ ନିଜ ରଣନୀତିରେ ପୁଣିଥରେ ପରିବର୍ତ୍ତନ କରିଛି । ଏବେ ସୁନ୍ଦରୀକୁ ଧରିବା ମିଶନରେ ହାତୀ ସହଯୋଗ କରିବ ବୋଲି ସୂଚନା ମିଳିଛି । ବନବିଭାଗ ପକ୍ଷରୁ ମିଳିଥିôବା ସୂଚନା ଅନୁଯାୟୀ ଚନ୍ଦକା ହାତୀ…

ରାଜଧାନୀରେ ଚାଞ୍ଚଲ୍ୟ: ୨ଟି ଯାତ୍ରୀବାହୀ ବସରେ ନିଆଁ ଲାଗିଲା

ଭୁବନେଶ୍ୱର: ଦମକଳ ବାହିନୀର କମଚାରୀଙ୍କ ସମୋୟଚିତ ପଦକ୍ଷେପ ଯୋଗୁଁ ଶନିବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଆଶଙ୍କାକୁ ରୋକି ପାରିଛନ୍ତି । ରାଜଧାନୀରେ ଏକ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ୨ଟି ବସରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ଅଗ୍ନିଶମ…

ହିମାଳୟର ରହସ୍ୟମୟ ମ୍ୟାଗ୍ନେଟିକ୍ ହିଲ୍ !

ଭୁବନେଶ୍ୱର: ହିନ୍ଦୁ ପୁରାଣ ଶାସ୍ତ୍ରାନୁସାରେ ହିମାଳୟକୁ ଏକ ପବିତ୍ର ତଥା ତପସ୍ୟା ଓ ଯୋଗର ତପୋଭୂମି ଭାବେ ବର୍ଣ୍ଣନା କରାଯାଇଥାଏ । ମହାଦେବ ଶିବ ଅହର୍ନିଶି ଏହି ହିମାଳୟ ପାର୍ବତ୍ୟାଞ୍ଚଳେରେ ଥିବା କୈଳାଶରେ ଯୋଗ ନିବିଷ୍ଟ ରହିଥିବାର ଅନେକ ମୁନୀ ଋଷିମାନେ ସେମାନଙ୍କର ପ୍ରତ୍ୟେକ୍ଷ ଅନୁଭୁତିରେ…