Latest Odisha News

BREAKING NEWS

ପ୍ରବଳ ବର୍ଷା ଆଶଙ୍କା: ଉପକୂଳବର୍ତ୍ତୀ ଜିଲ୍ଲାପାଳମାନେ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ୩୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଯୁଗ୍ମ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ରବିବାର ଦିନ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା…

ପାଲା ଜଗତର ଭୀଷ୍ମ ପିତାମହ – ଗାୟକ ଶେଖର ଜଗନ୍ନାଥ ବେହେରା

ପାଲାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଯେଉଁ ବିଶିଷ୍ଟ ଗାୟକଙ୍କର ପ୍ରମୁଖ ଭୂମିକା ରହିଛି ସେ ହେଉଛନ୍ତି ଗାୟକ ଶେଖର ଜଗନ୍ନାଥ ବେହେରା । ଏହି ବୟୋଜ୍ୟେଷ୍ଠ ଗାୟକଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କଟିଜଙ୍ଗା ଗାଁରେ । ୧୯୨୫ ମସିହାରେ ଏକ କୁମ୍ଭକାର ପରିବାରରେ…

ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଶିକାର, ଘଞ୍ଚଜଙ୍ଗଲରେ କଟାମୁଣ୍ଡ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ଦେବ୍ରୁଗଡ଼ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ରବିବାର ଦିନ ବନବିଭାଗ କର୍ମଚାରୀମାନେ ଏକ ମହାବଳ ବାଘର ଗଳିତ ମୃତଦେହ ଉଦ୍ଧାର କରିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ରବିବାର ସକାଳେ ଅଭୟାରଣ୍ୟ ମଧ୍ୟରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଏକ ମହାବଳ…

‘ବିଶ୍ୱକପ ହକି’ ବେଳେ ଓଡିଶା ଅନ୍ୱେଷଣ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୪୯ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକିର ଚିତ୍ତାକର୍ଷକ ମ୍ୟାଚ ଗୁଡିକର ମଜ୍ଜା ନେବା ସହିତ ଓଡିଶାରେ ଥିବା ଐତିହ ଓ ସଂସ୍କୃତି…

ଭୁବନେଶ୍ୱର: ଓଏଫଡ଼ିସି ନିଯୁକ୍ତି ପରୀକ୍ଷା ବାତିଲ୍ ନେଇ ସ୍କୁଲରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର: ଓଡ଼ିଶା ଫରେଷ୍ଟ ଡ଼େଭେଲପମେଣ୍ଟ କର୍ପୋରେସନ (ଓଏଫଡ଼ିସି) ପକ୍ଷରୁ ଅନୁଷ୍ଠିତ ହେଉଥିବା ଆସିଷ୍ଟାଷ୍ଟାଣ୍ଡ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ପଦବୀ ଲାଗି ନିଯୁକ୍ତି ପରୀକ୍ଷା ବାତିଲ ଘୋଷିତ ହେବାକୁ ନେଇ ରାଜଧାନୀସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି ।…

ହାତୀମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାରେ ଶନିବାର ଦିନ ବିଦ୍ୟୁତ୍ ଆଘାତରେ ୭ଟି ହାତୀ ମୃତ୍ୟୁ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ କେଉଁ ପରିସ୍ଥିତି ତଥା…

ରହସ୍ୟମୟ ଅମରନାଥ ଗୁମ୍ପା, ବରଫାବୃତ ଲିଙ୍ଗକୁ ନେଇ ଚମତ୍କାର ଅନୁଭୂତି !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଦେବ ଦେବ ମହାଦେବ ଶିବଶଙ୍କରଙ୍କୁ ହିନ୍ଦୁ ଧର୍ମାବଲମ୍ବୀମାନେ ଅତ୍ୟନ୍ତ ଭକ୍ତି ସହକାରେ ପୂଜାର୍ଚ୍ଚନା କରିଥାଆନ୍ତି । କୁହାଯାଏ ମହାଦେବ ଶିବ ଏବେବି ହିମାଳୟର ଗୁମ୍ପାରେ ଏବେବି ତପସ୍ୟାରତ । ଖାଲିଯେ ପୁରାଣରେ ବର୍ଣ୍ଣିତ ହିମାଳୟ ପାର୍ବତ୍ୟାଞ୍ଚଳସ୍ଥ କୈଳାଶ…

ବିରାଟଙ୍କ କ୍ରମାଗତ ୩ୟ ଶତକ ବୃଥା, ୱେଷ୍ଟଇଣ୍ଡିଜ ୪୩ ରନରେ ବିଜୟୀ

ପୁଣେ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପୁଣେଠାରେ ଅନୁଷ୍ଠିତ ହେଉଥିବା ତୃତୀୟ ଦିନିିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାରତକୁ ୪୩ ରନରେ ପରାସ୍ତ କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ୧୦୭ ରନର ଶତକ ବୃଥା ଯାଇଥିବା ବେଳେ ସିରିଜ ୧-୧ରେ ବରାବର ରହିଛି । ଭାରତୀୟ କପ୍ତାନ…

ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ସମସ୍ତ ଜିଲ୍ଲାରେ ଥିବା ପ୍ରାୟ ସବୁ କାରାଗାରମାନଙ୍କରେ କ୍ୟମ୍ପ କୋର୍ଟ ଖୋଲିବାକୁ ହାଇକୋର୍ଟ ଜିଲ୍ଲା ଜଜ୍ ଏବଂ ଦୌରାଜଜମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଗତ ପ୍ରାୟ ୨ମାସ ଧରି…

ରଗବୀ ଚାମ୍ପିୟନସିପରେ ଭାରତର ଲଗାତର ତୃତୀୟ ବିଜୟ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମମରେ ଅନୁଷ୍ଠିତ ହେଉଥିବା ୧୮ ବର୍ଷରୁ କମ ଏସୀୟ ରଗବୀ ଚାମ୍ପିୟନସିପରେ ସ୍ୱିଟି କୁମାରୀଙ୍କ ଏକତରଫା ଚମତ୍କାର ଖେଳ ପ୍ରଦର୍ଶନରେ ଭାରତୀୟ ଦଳ ଲଗାତର ତୃତୀୟ ବିଜୟ ହାସଲ କରିପାରିଛି । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆଜି ଶକ୍ତିଶାଳୀ…