ସିଂହଦ୍ୱାରରେ ପହଞ୍ଚିଲେ ମହାପ୍ରଭୁ, ଗଜପତିଙ୍କ ମଧ୍ୟସ୍ଥତାରେ ସମ୍ପନ୍ନ ହେଲା ଲକ୍ଷ୍ମୀ-ନାରାୟଣ ଭେଟ
ପୁରୀ: ରବିବାର ପୁରୀ ଶ୍ରୀକ୍ଷେତ୍ରଧାମରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧା ମୂରତିଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ତତସହିତ ସମ୍ପନ୍ନ ହୋଇଛି ଚର୍ଚ୍ଚିତ ଲକ୍ଷ୍ମୀ-ନାରାୟଣ ଭେଟ ।
ଦୀର୍ଘ ୫୦ ବର୍ଷର ରେକର୍ଡ଼ ଭଙ୍ଗ କରିଛି ପୁରୀର ବାହୁଡ଼ା ଯାତ୍ରା । ସଂଜ ହେବା ପୂର୍ବରୁ ଅର୍ଥାତ ୫ଟା…