Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ‘ଦେବକୀ-କୃଷ୍ଣ’ ମନ୍ଦିର…

ଗତ ସପ୍ତାହର ବୁଲିଯିବା ସ୍ତମ୍ଭରେ ମୁଁ ଆପଣଙ୍କୁ ଗୋଆର ଏକ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ମନ୍ଦିର ସଂପର୍କରେ ସୂଚନା ଦେଇଥିଲି...ଯାହା ରହିଛି ଉତ୍ତର ଗୋଆରେ ଏବେ ଆସନ୍ତୁ ସେହି ଉତ୍ତର ଗୋଆର ଦେବକୀକୃଷ୍ଣ ମନ୍ଦିର ବିଷୟରେ ଜାଣିବା...ଯେତେବେଳେ ଆପଣ ମାନେ ଗୋଆକୁ ବୁଲିବା ପାଇଁ ଯିବେ ସେତେବେଳେ…

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୁନରୁଦ୍ଧାର କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ତିତଲି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।…

ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ତିତଲି ବାତ୍ୟା ଆସୁଛି ବୋଲି ଲୋକେ ଜାଣି ନ’ଥିଲେ – ଧର୍ମେନ୍ଦ୍ର

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ୧୧ ଅକ୍ଟୋବରରେ ତିତଲି ବାତ୍ୟା ଆସୁଛି ବୋଲି ଜନସାଧାରଣ ଅବଗତ ନଥଲେ । ଗଜପତି ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ…

କ୍ରିକେଟରୁ ସନ୍ୟାସ ନେଲେ ପେସ୍ ବୋଲର ପ୍ରବୀଣ କୁମାର

ନୂଆଦିଲ୍ଲୀ : ଭାରତୀୟ ଦଳର ଦ୍ରୁତତମ ବୋଲର ପ୍ରବୀଣ କୁମାର ଆଜି ଆନ୍ତର୍ଜାତୀକ ସ୍ତରର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ୩୨ ବର୍ଷୀୟ ପ୍ରବୀଣ ତାଙ୍କର ଏହି ଅବସର ଘୋଷଣା ସମ୍ପର୍କରେ ଆଜି ନିଜ ଇନଷ୍ଟାଗ୍ରାମ ଜରିଆରେ ଜଣାଇଛନ୍ତି । ଏକ ଖବର ମୁତାବକ ସେ ଅନ୍ତର୍ଜାତୀୟ କ୍ରିକେଟ ସହ…

ରାବଣ ପୋଡ଼ିକୁ ନେଇ ଦାମ-ପ୍ରଶାନ୍ତ ବଳ କଷାକଷି, ଏରସମାରେ ତୀବ୍ର ଉତ୍ତେଜନା

ଜଗତସିଂହପୁର: ରାବଣ ପୋଡ଼ିକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲା ଏରସମାରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଜେଡ଼ିରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମଧ୍ୟରେ ଦଶହରାରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଅନୁଷ୍ଠିତ ରାବଣ ପୋଡ଼ିକୁ ନେଇ…

କମିଲା ପେଟ୍ରୋଲ-ଡିଜେଲ ଦର, ଦେଶବାସୀ ଆଶ୍ୱସ୍ତ

ନୂଆଦିଲ୍ଲୀ : ତୈଳଦର ବୃଦ୍ଧି ନେଇ ଦେଶବାସୀ ଅତିଷ୍ଠ ହୋଇପଡିଥିବାବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୂଚନା ଅନୁଯାୟୀ ଆଜି ପେଟ୍ରାଲ ଲିଟର ପିଛା ପାଖାପାଖି ୩୮ ରୁ ୩୯ ପଇସା କମିଥିବାବେଳେ ଖୁଚୁରା ମୂଲ୍ୟରେ ୮୧.୯୯ ଟଙ୍କା ରହିଛି ।…

ଗଭୀର ଜଳରେ ୩ ନାବାଳିକାଙ୍କ ସଲିଳ ସମାଧି

ଖୋର୍ଦ୍ଧା/କଳାହାଣ୍ଡି : କଳାହାଣ୍ଡି ଓ ଖୋର୍ଦ୍ଧା ଅଞ୍ଚଳରେ ଶନିବାର ଭିନ୍ନଭିନ୍ନ ସ୍ଥାନରେ ପାଣିରେ ବୁଡି ୩ ଜଣ ନାବାଳିକାଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ ରୋଜି ସାହୁ (୧୭), ନମିତା ସାହୁ (୧୨) ଓ ରୁପାଲି ସାମନ୍ତରାୟ (୧୦) ବୋଲି ଜଣାପଡିଛି ।…

ତିତିଲି ବାତ୍ୟାରେ ମୃତ୍ୟୁ ସଂଖ୍ୟା ୬୧, ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଭୁବନେଶ୍ୱର: ଭୟଙ୍କର ତିତଲି ବାତ୍ୟା ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ପ୍ରଭାବିତ ହୋଇ ମୃତ୍ୟୁ ସଂଖ୍ୟା ୬୧ରେ ପହଁଚିଛି ବୋଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ରାଜ୍ୟ ସଚିବାଳୟଠାରେ ଏକ…

ଆଜି ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର : ପବିତ୍ର ଦଶହରା ସରିଲା ପରେ ଏବେ ସାରା ରାଜ୍ୟ ମା ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କଟକ ପୌରପାଳିକା ନିଗମ ପକ୍ଷରୁ କାଠଯୋଡି ନଦୀ ନିକଟବର୍ତ୍ତୀ…

ଅମୃତସର ରାବଣ ପୋଡ଼ି ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି

ଅମୃତସର: ଦଶହରା ସଂନ୍ଧ୍ୟାରେ ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଟ୍ରେନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ମଧ୍ୟ ୧୧୩ ଜଣ ଦର୍ଶକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ,…