Latest Odisha News

BREAKING NEWS

ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକା…

ଶାରଦୀୟ ଦୁର୍ଗାପୂଜାର ପାର୍ବଣ ଋତୁରେ ଓଡ଼ିଶାରେ ଥିବା ସମସ୍ତ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । କେତେକ ପୀଠରେ ନବରାତ୍ରୀରୁ ପୂଜା ଆରମ୍ଭ ହୋଇଥିବା ବେଳେ ଅନେକ ଶକ୍ତିପୀଠରେ ସପ୍ତମୀରୁ ଆରମ୍ଭ ହୋଇଛି ବିଶେଷ ପୂଜା ଉପାସନା । ଶରତର ସାୟାହ୍ନ ସଞ୍ଜରେ ପ୍ରତ୍ୟେକ ପୀଠରେ ମା’ଙ୍କର ବନ୍ଦାପନା…

ଏବେ ମି-ଠୁ ଜାଲରେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ !

ଭୁବନେଶ୍ୱର: ବଲିଉଡ଼ ଅଭିନେତା ନାନା ପାଟେକର ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଅନୈତିକ ଆଚରଣ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା ବହୁ ଚର୍ଚ୍ଚିତ ମି-ଠୁ ଆନ୍ଦୋଳନ । କିନ୍ତୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରଶିଳ୍ପୀ ଯତିନ୍ ଦାସ ଜଣେ ଆଗଧାଡ଼ିର ସେଲେବ୍ରିଟି ଭାବେ ମି-ଠୁ ଜାଲରେ ପଡ଼ିବା ଏବେ ଏହା ଏକ ଆଲୋଚନାର…

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୂଅ ଛୁଟିଲା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୨ ବର୍ଷ ବୟସରେ ଉପନୀତ ହେଲେ । ଭୟଙ୍କର ବାତ୍ୟା ତିତଲି ଏବଂ ବନ୍ୟାରେ ପ୍ରଭାବିତ ଦକ୍ଷିଣ ଓଡ଼ିଶାରେ କ୍ଷୟକ୍ଷତି ଘଟି ୩ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ…

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡାଦେଶ, ୨ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଆତ୍ମଘୋଷିତ ଭଗବାନ ବାବା ରାମପାଲଙ୍କୁ ହିସାର କୋର୍ଟ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଜଣେ ଶିଶୁ ସମେତ ୫ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ହିସାରର…

ଗଜପତି ପାହାଡ଼ ଧସି ମୃତ୍ୟୁ ଘଟଣା ତିତିଲି ବାତ୍ୟା ଯୋଗୁଁ ନୁହେଁ – ମନ୍ତ୍ରୀ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ତିତିଲି ବାତ୍ୟାରେ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାହାଡ଼ ଧସିବାରେ ଗଣମାଧ୍ୟମରେ ପ୍ରକାଶିତ ମୃତ୍ୟୁ ଘଟଣାକୁ ପୂର୍ବରୁ ଅସ୍ୱୀକାର କରିଥିଲେ ବରିଷ୍ଠ ନେତା ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ସେ ମଙ୍ଗଳବାର ଦିନ ଏସମ୍ପର୍କରେ ପୁଣି ମୁହଁ…

ଶ୍ରୀମନ୍ଦିରରେ ଖୁବ୍ ଶିଘ୍ର ମହାପ୍ରସାଦର ନୂଆ ଦର ଧାର୍ଯ୍ୟ ହେବ

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଏନେଇ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ସୁଆର ଓ ମହାସୁଆର ନିଯୋଗକୁ ନେଇ ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପରେ ଗଣମାଧ୍ୟମକୁ…

ନୟାଗଡ ଜିଲ୍ଲାରେ ହାତୀ ଉପଦ୍ରବ

ନୟାଗଡ : ନୟାଗଡ ଜିଲ୍ଲାର ରଣପୁର ନିକଟସ୍ଥ ମୟୁରଝାଲିଆ ଗ୍ରାମରେ ହାତୀ ଉପଦ୍ରବ କରିଥିବା ଘଟଣା ନଜରକୁ ଆସିଛି । ଏଥିସହିତ ହାତୀ ଉପଦ୍ରବ ଯୋଗୁଁ ପାଖାପାଖି ୧୦ଦିନ ହେବ ଗାଁ ଲୋକମାନେ ରାତ୍ରୀ ଅନିଦ୍ରା ହୋଇ ଫସଲ ଜଗୁଥିବା ନେଇ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ…

ପରଦାକୁ ଆସିଲା ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’

ଭୁବନେଶ୍ୱର : ପରଦାରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’ । ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଦୁଇଟି ଆଜି ରିଲିଜ ହୋଇଥିବା ବଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଢେର ଉତ୍ସାହ ଦେଖାଦେଇଛି । ‘ଶ୍ରୀମାନ ସୁରଦାସ’ ରେ…

ବଲାଙ୍ଗୀରରେ ମୁଣ୍ଡ ବିହୀନ ଶବ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ସିନେ୍ଧକଳା ଅନ୍ତର୍ଗତ ସୁନ୍ଧିମୁଣ୍ଡା ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଉକ୍ତ ଗ୍ରାମରେ ଏକ ମୁଣ୍ଡ ବିହୀନ ଶବକୁ ପୋଲିସ ଉଦ୍ଧାର କରିଛି । ମୃତକଙ୍କ ନାମ ଘନଶ୍ୟାମ ରଣା ବୋଲି ଜଣାପଡିଛି । ସୁତ୍ରରୁ…

ତିତଲି ବାତ୍ୟା: ମୃତ୍ୟୁ ସଂଖ୍ୟା ୨୬, ୩ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ- ଏସଆରସି

ଭୁବନେଶ୍ୱର : ଅକ୍ଟୋବର ୧୧ ତାରିଖରେ ହୋଇଥିବା ବାତ୍ୟା ‘ତିତଲି’ର ପ୍ରଭାବରେ ପାଖାପାଖି ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଦିନ ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ବାତ୍ୟା ତିତଲି ପ୍ରଭାବରେ…