ଭିଜିଲାନ୍ସ ଜାଲରେ ବଲାଙ୍ଗିର ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର
ବଲାଙ୍ଗୀର : ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀରର ଆସିଷ୍ଟାଣ୍ଡ କର୍ମସିଆଲ ଟ୍ୟାକ୍ସ ଅଫିସର (ଏସିଟିଓ) ଧୀରେନ୍ଦ୍ର ମିଶ୍ରଙ୍କ ଘରେ ଗୁରୁବାର ଦିନ ଚଢାଉ କରାଯାଇଛି ।
ସୂଚନା ଅନୁଯାୟୀ ଭିଜିଲାନ୍ସର ଏକ ଟିମ୍ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଟିଓଙ୍କ ଘରେ ଚଢାଉ କରିଛି । ଅନ୍ୟପକ୍ଷରେ…