‘କୋଣାର୍କ ଏକ୍ସପ୍ରେସ’ ମଙ୍ଗଳବାର ଦିନ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ !
ଭୁବନେଶ୍ୱର: ମୁମ୍ବାଇଗାମୀ କୋଣାର୍କ ଏକ୍ସପ୍ରେସ ମଙ୍ଗଳବାର ଦିନ ୩ଟା ୨୫ ପରିବର୍ତ୍ତେ ରାତି ୨ଟା ବେଳେ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସୁଥିବା ଟ୍ରେନଗୁଡ଼ିକ ବିଳମ୍ବରେ ଛାଡୁଥିବା ଯୋଗୁଁ…