ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜାମିନ ଲାଗି ଅଭିଯୁକ୍ତ ପୁଞ୍ଜିଲାଲଙ୍କ ହାଇକୋର୍ଟରେ ଆବେଦନ
କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ କରିଛନ୍ତି ।
ଗତ ଜୁନ ୧ ତାରିଖରେ ପୁଞ୍ଜିଲାଲଙ୍କ ଓକିଲ ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବଲାଙ୍ଗୀର କୋର୍ଟରେ ଜାମିନ ଆବେଦନ କରିଥିଲେ, କିନ୍ତୁ…