Latest Odisha News

BREAKING NEWS

ରଜନୀ ଗୋ

ରଜନୀ ଗୋ ଶରତ ଦାଶ ରଜନୀ ଗୋ ତୁମେ କଳାପାଟ ପିନ୍ଧି କାହିଁ ଆସ ସଞ୍ଜପରେ ଲିଭାଇ ଆଲୋକ ସବୁ ଏକାକାର କରିଦିଅ ଅନ୍ଧକାରେ! କ୍ଳାନ୍ତ ନୟନ ଶ୍ରାନ୍ତ ଶରୀର ପଡେ଼ ତୁମ କୋଳେ ଶୋଇ ଅବଶ ମାନସ ଛାଡେ଼ ଦୀର୍ଘଶ୍ୱାସ ଅବଚେତନରେ ଥାଇ । ରଜନୀ ଗୋ କୁହ କାହିଁକି ସାଥିରେ ଆସେ ତୁମ ଡରଭୟ…

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ୍ ଗିରଫ

ଇସଲାମାବାଦ: ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଗିରଫ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1151390532935049217?s=08 ମିଳିଥିବା ସୂଚନାନୁଯାୟୀ ପାକିସ୍ତାନର…

ଧଳା ବାଳ?  ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲିର ଯୁବପିଢି ଖାଉଥିବା ଓ ପିଉଥିବା ସମସ୍ତ ପଦାର୍ଥରେ ଭରି ରହିଛି ବିଷାକ୍ତ କେମିକାଲ୍ । ଏହାର ପ୍ରଭାବରେ ଅତି କମ ବୟସରେ ଯୁବପିଢିଙ୍କର କେଶ ପାଚିଯାଉଛି । ଏହି ପାଚୁଥିବା କେଶକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହି ସମସ୍ୟାକୁ ଦୂର କରିବା ପାଇଁ କିଏ ହେୟାର କଲର କରୁଛି ତ  ଆଉ କିଏ…

ଖୁବଶିଘ୍ର ବଜାରକୁ ଆସୁଛି ‘ଓପୋ ରେନୋ ୧୦ ଜୁମ୍’ ବାର୍ସେଲୋନା ଏଡ଼ିସନ୍ ମୋବାଇଲ୍

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ଫୁଟବଲ୍ ପ୍ରେମୀଙ୍କ ଲାଗି ଖୁସିର ଖବର । ଅନ୍ୟତମ ଅଗ୍ରଣୀ ମୋବାଇଲ୍ ସେଟ୍ କମ୍ପାନୀ ଓପୋ ଫୁଟବଲପ୍ରେମୀଙ୍କ ଲାଗି ଏକ ସ୍ୱତନ୍ତ୍ର ମୋବାଇଲ୍ ବଜାରରେ ବିକ୍ରି ଆରମ୍ଭ କରିବାକୁ ଯାଉଛି । ଆଜି ଓପୋ କମ୍ପାନୀ ତାହାର ଏହି ସଦ୍ୟତମ ପ୍ରଡ଼କ୍ଟ ଲଞ୍ଚ କରିବା ନେଇ…

କାଙ୍କଡର ଫାଇଦା ବିଷୟରେ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ । କେତେକ ଜାଗାରେ…

ଦୁବାଇ-ଭୁବନେଶ୍ୱର ସିଧା ବିମାନ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ଇଙ୍ଗିତ !

ନୂଆଦିଲ୍ଲୀ: ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ସମ୍ଭାବନା ନେଇ କେନ୍ଦ୍ର ସରକାର ଇଙ୍ଗିତ ପ୍ରଦାନ କରିଛନ୍ତି । ଏହି ସିଧାସଳଖ ବିମାନ ଚଳାଚଳ ଲାଗି ଗତ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ…

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ‘ନ୍ୟାସନାଲ୍ ପୋଲିସ ଏକାଡ଼େମୀ’ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ହାଇଦ୍ରାବାଦ: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଯିଏକି ପୂର୍ବରୁ ଓଡ଼ିଶା କ୍ରାଇମବ୍ରାଞ୍ଚର ମୁଖ୍ୟଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ତାଙ୍କୁ ‘ନ୍ୟାସନାଲ୍ ପୋଲିସ ଏକାଡ଼େମୀ’ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଓଡ଼ିଶା କ୍ୟାଡ଼ରର ତଥା ୧୯୮୬ ବ୍ୟାଚର ଏହି ଆଇପିଏସ ଅଧିକାରୀ ଏହି…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୯ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ ପାଖାପାଖି…

ଆସାମରେ ବନ୍ୟା ବିତ୍ପାତ: ଜଳମଗ୍ନ କାଞ୍ଜିରଙ୍ଗା ଅଭୟାରଣ୍ୟ

ନୂଆଦିଲ୍ଲୀ: ଆସମାରେ ଗତକିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ଜଳ ପ୍ରାୟ ୩୦ଟି ଜିଲ୍ଲାରେ ପ୍ରବେଶ କରିବା ଫଳେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ଯୋଗୁଁ ଆସାମରେ ପାଖାପାଖି ୨୬ ଲକ୍ଷରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି । ଏପରିକି…

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟରେ ଅସନ୍ତୁଷ୍ଟ ବିଧାୟକ ଭାଗ ନେବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଥିଲେ ମଧ୍ୟ ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏବେ ସରଗରମ ହୋଇଉଠିଛି କର୍ଣ୍ଣାଟକ ବିଧାନସଭା । ଏହି ମାମଲାରେ ବୁଧବାରଦିନ ସୁପ୍ରିମକୋର୍ଟ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ଗୁରୁବାର…