ସମ୍ବଲପୁର : ପାଣିରେ ବୁଡ଼ି ୨ଜଣ ଛାତ୍ରଙ୍କ ମର୍ମନ୍ତୁଦ ମୃତ୍ୟୁ
ସମ୍ବଲପୁର : ସମ୍ବଲପୁର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ୫ଜଣ ଛାତ୍ର ଝାଙ୍କରପାଲ୍ଲି ମୁଣ୍ଡୋଘାଟସ୍ଥିତ ପାୱାର ଚାନେଲରେ ଗାଧୋଉଥିବା ବେଳେ ୨ଜଣ ଛାତ୍ରଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ପାଣିରେ ଗାଧୋଇଥିଲେ ମଧ୍ୟ ସୁରକ୍ଷିତ ଅବସ୍ଥାରେ ଅଛନ୍ତି । ମୃତ ଦଶମ ଶ୍ରେଣୀରେ ଅଧ୍ୟୟନ…