ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ରାତି ୮ଟାରୁ ଦର୍ଶନ ବନ୍ଦ, ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢା
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଆଡ଼ପମଣ୍ଡପରେ ଅନୁଷ୍ଠିତ ହେଉଥିବା ବନକଲାଗି ନୀତି ହେଉଛି । ଭକ୍ତମାନେ ସାହାଣମେଲା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ।
ଆଡ଼ପମଣ୍ଡମରେ ସମସ୍ତ ସକାଳ ନୀତି ସୂଚାରୁରୂପେ ଚାଲିଛି । ଇତିମଧ୍ୟରେ ଭୋର୍ ୫ଟା ସମୟରେ ମଙ୍ଗଳଆଳତୀ, ସକାଳ ୬:୩୦ରେ…