ଦୁର୍ଦ୍ଦାନ୍ତ ପଥର ମାଫିଆ ଖୋର୍ଦ୍ଧାରେ ଗିରଫ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ଜଣେ କୁଖ୍ୟାତ ପଥର ମାଫିଆକୁ ଗିରଫ କରିବା ପରେ ଆଜି ସଦର ପୋଲିସକୁ ହସ୍ତାନ୍ତର କରିଛି ।
ଗିରଫ ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର ମାନସିଂହ ଓରଫ୍ ନିତୁ ବୋଲି…