Latest Odisha News

BREAKING NEWS

ଏପ୍ରିଲ୍ ୧୬ରୁ ହ୍ରାସ ପାଇବ ଖରାର ପ୍ରକୋପ

ଭୁବନେଶ୍ୱର : ସାମୁଦ୍ରିକ ପବନର ଗତି ବଢ଼ିବା ଯୋଗୁଁ ତଥା ପବନର ଦିଗର ପରିବର୍ତନ ଫଳରେ ଓଡ଼ିଶାରେ ଖରାର ପ୍ରକୋପ ଏପ୍ରିଲ୍ ୧୬ ତାରିଖ ଠାରୁ କମିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ଧରି…

କ୍ରିକେଟ ବିଶ୍ୱକପ: ବିସିସିଆଇ ଦ୍ୱାରା ୧୫ ଜଣିଆ ଟିମ୍ ଘୋଷିତ

ମୁମ୍ବାଇ: ଆଗାମୀ ମେ ୩୦ ତାରିଖରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ କ୍ରିକେଟ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ) ସୋମବାର ଦିନ ଏକ ୧୫ ଜଣିଆ ଦଳ ଘୋଷଣା କରିଛି ।ମୁମ୍ବାଇ: ଆଗାମୀ ମେ ୩୦ ତାରିଖରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ କ୍ରିକେଟ…

ଏପ୍ରିଲ୍ ୧୬ରୁ ଆରମ୍ଭ ହେବ ସୋଆ ପ୍ରିମିୟର ଲିଗ୍

ଭୁବନେଶ୍ୱର : ଚଳିତବର୍ଷର ସୋଆ ପ୍ରିମିୟର୍ ଲିଗ୍ କ୍ରିକେଟ ଚାମ୍ପିଅନସିପ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଏଥିରେ ୮ଟି ବିଶ୍ୱବିଦ୍ୟାଳୟ ଟିମ୍ ଭାଗ ନେବେ । ସୋଆ ଷ୍ଟାଡିୟମ୍ ଠାରେ ଏହି ପ୍ରିତଯୋଗିତା ଅନୁଷ୍ଠିତ ହେବ । ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ସମେତ…

ଆସନ୍ତାକାଲି ମୋଦୀଙ୍କ ଭୁବନେଶ୍ୱର ଗସ୍ତ: ଜାଣନ୍ତୁ, କେଉଁ ରାସ୍ତା ବ୍ୟବହାର କରିବେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରି ଭୁବନେଶ୍ୱର ବରମୁଣ୍ଡାଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଏହି ପରିପ୍ରେକ୍ଷୀରେ ମୋଦୀ ବିମାନବନ୍ଦରରୁ ସିରିପୁର ଦେଇ ବରମୁଣ୍ଡା ଆସିବା ସମୟରେ କମିଶନରେଟ…

ଓଡ଼ିଶାର କୃଷକଙ୍କୁ ଗୁରତ୍ୱ ଦେଉନି କେନ୍ଦ୍ର: ମୁଖ୍ୟମନ୍ତ୍ରୀ ନବୀନ

ବରଗଡ : ଓଡିଶାର କୃଷକଙ୍କ ପ୍ରତି କେନ୍ଦ୍ର ସରକାର ଉଦାସୀନତା ପ୍ରକାଶ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ର ଉପରେ ବର୍ଷିଛନ୍ତି । ବରଗଡ ଜିଲ୍ଲାର ଅତାବିରାରେ ଆୟୋଜିତ ଏକ ଜନସଭାରେ ନବୀନ କହିଛନ୍ତି ଯେ, ୨୦୧୪ ନିର୍ବାଚନରେ ବିଜେପି ନିଜ ଇସ୍ତାହାରରେ…

କେପି ସିଂହଦେଓ ଅସୁସ୍ଥ, ଟ୍ୱିଟ୍ କରି ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର : କଂଗ୍ରେସ ବରିଷ୍ଠ ନେତା ତଥା ଢେଙ୍କାନାଳର ଲୋକସାଭ ପ୍ରାର୍ଥୀ କେପି ସିଂହଦେଓ ନିର୍ବାଚନୀ ପ୍ରଚାର ସମୟରେ ଅସୁସ୍ଥ ହେବା ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଢେଙ୍କାନାଳ ରାଜପରିବାରର ୭୮ ବର୍ଷୀୟ ଏହି…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି

କଟକ/ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ ବୋଲି ସୋମବାର ଦିନ ଡ଼ିଜିପି ବିଜୟ କୁମାର ଶର୍ମା କହିଛନ୍ତି । ଆଜି ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି, ଜଣେ…

ଏପ୍ରିଲ୍ ୧୮ରେ ଓଡିଶା ଆସୁଛନ୍ତି ନିତିନ ଗଡକରୀ ଓ ଉମା ଭାରତୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏପ୍ରିଲ୍ ୧୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଉମା ଭାରତୀ । ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀ ଅଞ୍ଚଳରେ ନିର୍ବାଚନୀ ର‌୍ୟାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଦୂରଗାମୀ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷମତା ରଖିଥିବା ନିର୍ଭୟ କ୍ଷେପଣାସ୍ତ୍ରର ଭାରତ ସଫଳ ଉତକ୍ଷେପଣ କରିଛି । ଏହି କ୍ଷେପଣାସ୍ତ୍ରଟିକୁ ଓଡ଼ିଶା ଉପକୂଳରେ ଥିବା ଚାନ୍ଦିପୁର ଇଣ୍ଟେଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ସଫଳତାର ସହିତ…

ମାଉସୀ ମା’ ମନ୍ଦିର ପହଞ୍ଚି ପାରିଲାନି ରୁକୁଣା ରଥ, ଆଜି ମଧ୍ୟ ଟାଣୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଶୋକାଷ୍ଟମୀ ଅବସରରେ ରବିବାର ଦିନ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ୨ୟ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିପାରିନାହିଁ । ମିଳିଥିବା ସୂଚନାନୁଯାୟୀ ଭକ୍ତ ରଥକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା…