ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୩ୟ ଦିନ; ନନ୍ଦୋତ୍ସବ ଲାଗି ଉତ୍ସବମୁଖର ଗୋପପୁର
ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୩ୟ ଦିନ । ଏହି ଅବସରରେ କୃଷ୍ଣ ଭଗବାନଙ୍କ ଜନ୍ମକୁ ନେଇ ଗୋପପରୁରେ ଧୁମଧାମର ନନ୍ଦୋତ୍ସବ ପାଳିତ ହେଉଛି ।
ଏଥିସହିତ କୃଷ୍ଣ ପ୍ରେମମୟ ଗୋପପରୁ ଫୁଲ ଚନ୍ଦନରେ ମଧୁମୟ ହୋଇଉଠିଛି । ଏପରିକି ଯଶୋଦାଙ୍କ ଅଲିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି…