ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ !
ପୁରୀ : ଦୁର୍ବୃତ୍ତମାନେ ଲୁଟିନେଲେ ମନ୍ଦିର ହୁଣ୍ଡି । ଠାକୁର ମନ୍ଦିରରେ ଥିବା ଦାନହୁଣ୍ଡିକୁ ବି ଛାଡ଼ିନାହାଁନ୍ତି ଦୁର୍ବୃତ୍ତ ।
ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ବିମଳା ମନ୍ଦିର ମଧ୍ୟରେ ରହିଥିବା ହୁଣ୍ଡିକୁ ଭାଙ୍ଗି କେହି ଅସାମାଜିକ ବ୍ୟକ୍ତି ଟଙ୍କା ଲୁଟିନେଇଛି ।
ମନ୍ଦିରରେ ଏପରି…