ରାଉରକେଲା: ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବିଲ୍ଡର୍
ରାଉରକେଲା: ରାଉରକେଲା ସହର ଉପକଣ୍ଠରେ ମଙ୍ଗଳବାର ସକାଳେ ଜଣେ ବିଲ୍ଡର୍ ସୌଭାଗ୍ୟକ୍ରମେ ମାରଣାସ୍ତ୍ର ଧରଥିିବା କିଛି ଦୁବୃର୍ତ୍ତମାନଙ୍କ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଅନମୋଲ ସିଂହ ନାମକ ଜଣେ ବିଲ୍ଡର୍ ତାଙ୍କ ଦେହରକ୍ଷୀଙ୍କ ସହିତ ଗାଡ଼ିରେ…