ଆଜି ବିଶ୍ୱକପ ହକି କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ-ଆର୍ଜେଣ୍ଟିନା ଓ ଫ୍ରାନ୍ସ- ଅଷ୍ଟ୍ରେଲିଆ ମୁକାବିଲା
ଭୁବନୋଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପରେ ଆଜି ଅନୁଷ୍ଠିତ ହେଉଛି କ୍ୱାର୍ଟର ଫାଇନାଲ । ଆଜି ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଯଥାକ୍ରମେ ଫ୍ରାନ୍ସ ଓ ଇଂଲଣ୍ଡ ଟିମକୁ ଭେଟୁଛନ୍ତି ।
ପ୍ରଥମ ମ୍ୟାଚରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା-ଇଂଲଣ୍ଡ ମ୍ୟାଚ…