ବିଧାନସଭା ନିର୍ବାଚନ: କିଏ ହେବେ ମୁଖ୍ୟମନ୍ତ୍ରୀ, ଦ୍ୱନ୍ଦ୍ୱରେ ରାହୁଲ ଗାନ୍ଧୀ
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମିଫାଇନାଲରେ ବିଜେପିକୁ ହରାଇ ରାହୁଲଙ୍କ କଂଗ୍ରେସ ଫାଇନାଲରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡୁଛି ।
ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନୀ ବୈତରଣୀରେ କଂଗ୍ରେସ ବାଜିମାତ କରିବା ପରେ ବୁଧବାରଠାରୁ…