ଗାନ୍ଧୀ ବେଶରେ ‘ସ୍ୱଚ୍ଛ ଭାରତ ଅଭିଯାନ’, ଖାଲି ପାଦରେ ଚାଲି କଲେ ନୂଆ କୀର୍ତ୍ତିମାନ
ଭୁବନେଶ୍ୱର: ମୋହନ ମହାପାତ୍ର, ବୟସ ମାତ୍ର ୨୦ ବର୍ଷ । ମୋହନଙ୍କୁ ଏବେ ସମସ୍ତେ ଏକ ଅନ୍ୟ ନାମରେ ଚିହ୍ନନ୍ତି, ସାଇରାମ ଗାନ୍ଧୀ ଭାବେ । ସେ ସମଗ୍ର ଭାରତରେ ସ୍ୱଚ୍ଛ ଅଭିଯାନ ବାର୍ତ୍ତାକୁ ପ୍ରଚାର କରିଚାଲିଛନ୍ତି ଖାଲି ପାଦରେ ଚାଲିଚାଲି । ଏପର୍ଯ୍ୟନ୍ତ ସେ ଭାରତର ୭ଟି ରାଜ୍ୟରେ ଖାଲିପାଦରେ…