କଟକରେ ମର୍ମନ୍ତୁଦ ଦୁର୍ଘଟଣା: ମହାନଦୀ ପୋଲ ତଳକୁ ଖସି ପଡ଼ିଲା ବସ, ୧୦ ଜଣଙ୍କ ମୃତ୍ୟୁ
କଟକ: କଟକ ମହାନଦୀ ପୋଲ ତଳକୁ ଖସି ପଡ଼ିଛି ଏକ ଯାତ୍ରୀବାହୀ ବସ । ଏହି ବଡ଼ ଧରଣର ବସ୍ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।
ମିଳିଥିବା ସୂତ୍ରରୁ ସୂଚନା ମିଳିଛି, ଏକ ଘରୋଇ ବସ୍ ତାଳଚେରରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ମହାନଦୀ…