ବିଧାନସଭା: ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ଲାଗି ଗଛକଟାକୁ ନେଇ ସରକାରଙ୍କୁ ଘେରିଲା ବିଜେପି
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ମୂଲ୍ୟବାନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ ସତ୍ତେ୍ୱ ପୋଲିସ ଶନିବାର ଦିନ ବିଜେପି ବିଧାନସଭାରେ ବିରୋଧ କରିଛି ।
ବିଧାନସଭାରେ ଏହି ପ୍ରସଙ୍ଗକୁ ଉଠାଇ ବିଜେପି…