ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଉତ୍ସବ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଡିସେମ୍ବର ୨୩ ତାରିଖରେ ୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
୧୯୧୩ ମସିହାର ମେ' ୩ ତାରିଖରେ ଦେଶର ସର୍ବପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ରିଲିଜ…