Latest Odisha News

BREAKING NEWS

କୁମକୀ ହାତୀ ଯଶୋଦା କଚାଡ଼ି ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତର୍ଗତ ମୁଣ୍ଡାସାହିରେ କୁମକୀ ହାତୀ ଯଶୋଦା ଆଜି ଜଣେ ବ୍ୟକ୍ତିଙ୍କୁ କଚାଡି ମାରି ଦେଇଛି । ମୃତ ବ୍ୟକ୍ତିଜଣକ ସୁଦୁର ପ୍ରଧାନ (୪୯) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରୁଣାକୋଟ ଫରେଷ୍ଟ ରେଞ୍ଜର ନନ୍ଦିନୀ ନଳା ନିକଟରେ ହାତୀଟିକୁ…

ଛତିଶଗଡ଼ରେ ମାଓବାଦୀ ଆକ୍ରମଣ: ବସରେ ବିସ୍ଫୋରଣ ଘଟି ୩ଜଣଙ୍କ ସମେତ ଜଣେ ଯବାନ ସହିଦ

ଦାନ୍ତେୱାଡ଼ା: ଛତିଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀମାନେ ଏକ ବସରେ ବିସ୍ଫୋରଣ ଘଟାଇବାରୁ ୪ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ଉତ୍ତେଜନାପ୍ରବଣ ଅଞ୍ଚଳକୁ ଏହି ବସଟି ଯାଉଥିଲା । ବସରେ ଥିବା ଜଣେ ସିଆଏସଏଫ ଯବାନ ଏହି ବିସ୍ଫୋରଣରେ ସହିଦ…

ରିଲିଜ ହେଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’, ଏକାଠି ନଜର ଆସୁଛନ୍ତି ଅମିର-ଅମିତାଭ ଯୋଡି

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଅମିତାଭ ବଚ୍ଚନ ଓ ଅମିର ଖାନଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଫିଲ୍ମ ବଡ ପରଦାରେ ଦୀପାବଳିର ଗୋଟେ ଦିନ ପରେ ଅର୍ଥାତ୍ ନଭେମ୍ବର ୮ରେ ରିଲିଜ ହୋଇଯାଇଛି । ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକମାନେ ବଲିଉଡର…

ଦୀପାବଳି ବାଣଫୁଟାରେ ଦୁର୍ଘଟଣା: ଓଡ଼ିଶାର ବିଭିନ୍ନ ସ୍ଥାନରେ ୨୯ଜଣ ଆହତ

ଭୁବନେଶ୍ୱର: ଦୀପାବଳି ବାଣଫୁଟା ଦୁର୍ଘଟଣାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୨ଜଣ ନାବାଳକଙ୍କ ସମେତ ସମୁଦାୟ ୨୯ଜଣ ଆହତ ହୋଇଛନ୍ତି । ରାଜଧାନୀରେ ୩ଜଣ ବ୍ୟକ୍ତି ବାଣଫୁଟା ଜନିତ ଦୁର୍ଘଟଣାରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୟୁରଭଞ୍ଜର ଉଦଳା ଅଞ୍ଚଳରେ…

ଗଭୀର ଜଳରେ ବୁଡି ଭାଇ-ଭଉଣୀଙ୍କ ସଲିଳ ସମାଧି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଦୋମୁହାଁଣୀ ନଦୀରେ ବୁଡି ୨ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ ସୌମ୍ୟା ଛୁଆଲସିଂ (୬), ବିଷ୍ଣୁ ଛୁଆଲସିଂ (୩) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଜଣେ ମା’ ତାଙ୍କର ୨ଜଣ ଶିଶୁକୁ…

‘ମିଶନ୍ ସୁନ୍ଦରୀ’ ସଫଳତା ପରେ ଏବେ ‘ଯଶୋଦା’କୁ ନେଇ ଚର୍ଚ୍ଚା…

ଅନୁଗୁଳ: ସମଗ୍ର ସାତକୋଶିଆ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ଏବେ ସବୁଆଡ଼େ କିନ୍ତୁ ହାତୀ ‘ଯଶୋଦା’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ସାତକୋଶିଆ ବନକର୍ମଚାରୀ, ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଟିମ ଏବଂ ଓଡ଼ିଶାର ବିଶେଷଜ୍ଞ ଦଳର…

ଆଇଟିବିପି ଯବାନଙ୍କ ସହ ଉତ୍ତରାଖଣ୍ଡର ହର୍ଷିଲରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଡେରାଡୁନରେ ଥିବା ଭାରତ-ଚୀନ ସୀମାସ୍ଥିତ ହର୍ଷିଲ ଠାରେ ଆଇଟିବିପି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଇଟିବିପି ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କୁ…

ଦାମ ଗଢୁଛନ୍ତି ନୂଆ ଦଳ !

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଦାମୋଦର ରାଉତ ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବା ନେଇ ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବରିଷ୍ଠ ନେତା ଦାମୋଦର ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନୂଆ ଦଳ ଗଠନ ହେବା ପରେ ଏହା ବିଜେଡ଼ି ସରକାରର…

ଆଲୋକର ପର୍ବ ଦୀପାବଳିରେ ଉତ୍ସବମୁଖର ସାରା ଦେଶ

ଭୁବନେଶ୍ୱର : ପବିତ୍ର ଦୀପାବଳି ଉପଲକ୍ଷେ ଓଡିଶା ସମେତ ସମଗ୍ର ଦେଶରେ ଉତ୍ସବମୁଖର ହୋଇଉଠିଛି । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ…

କାଳୀପୂଜାରେ ଭଦ୍ରକାଳୀ ପୀଠ ସମେତ ସମଗ୍ର ଭଦ୍ରକ ଜିଲ୍ଲା ଉତ୍ସବମୁଖର

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କର ମଙ୍ଗଳବାର ରାତିରୁ ପୂଜା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ଆହାରପଦାସ୍ଥିତ ଭଦ୍ରକାଳୀସାହିରେ ଥିବା ମା’ଭଦ୍ରକାଳୀପୀଠ ଉତ୍ସବମୁଖର ହୋଇ ଉଠିଛି । ମଙ୍ଗଳବାରଦିନ ବେଦମାତା ବେଶରେ ପୂଜା ପାଇଛନ୍ତି ଓଡ଼ିଶାର ଏହି ତନ୍ତ୍ରପୀଠର…