ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଭୟ
କଟକ/ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ସୋମବାର ଦିନ ଓଡ଼ିଶାର ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଭାବେ ଦାୟିିତ୍ୱ ଗ୍ରହଣ କରିବାକୁ ସୋମବାର ଦିନ ଅଭୟ ଭୁବନେଶ୍ୱରରେ ପହଞ୍ଚିଛିଥିଲେ । ସେ ହାଇଦ୍ରାବାଦସ୍ଥିତ…