ସୋଆରେ ଉଦଘାଟିତ ହେଲା ୭ ଦିନିଆ ଜାତୀୟ ସଂହତି ଏବଂ ଏକତା ଶିବିର
ଭୁବନେଶ୍ୱର : ଜାତୀୟ ସଂହତିର ଅର୍ଥ ହେଉଛି ଅନେକତା ମଧ୍ୟରେ ଏକତା ସୃଷ୍ଟି କରିବା ଏବଂ ଦେଶର ସ୍ଥାୟିତ୍ୱ ଏବଂ ସମୃଦ୍ଧି ପାଇଁ ନାଗରିକ ମାନଙ୍କ ମଧ୍ୟରେ ସମଭାବ ସୃଷ୍ଟି କରିବା ସୋମବାର ସୋଆରେ ଆୟୋଜିତ ସାତ ଦିନିଆ ଜାତୀୟ ଏକତା ଶିବିରର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ…