Latest Odisha News

BREAKING NEWS

ଦେବ୍ରିଗଡ ଜଙ୍ଗଲରେ ମୃତ ବାଘ ଶିକାର ତଦନ୍ତ କରିବ ଏନଟିସିଏ

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ ବିଭାଗ (ଏନଟିସିଏ) ଦେବ୍ରିଗଡ ଜଙ୍ଗଲରୁ ଉଦ୍ଧାର ହୋଇଥିବା ମୃତ ବାଘର ଶିକାର ନେଇ ତଦନ୍ତ କରିବ । ଗଣମାଧ୍ୟମକୁ ସୂଚନା ଦେଇ ଏନଟିସିଏ ଅଧ୍ୟକ୍ଷ ଅନୁପ ନାୟକ କହିଛନ୍ତି “ ଦେବ୍ରିଗଡ ବାଘ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଗଠନ…

୯ଟି ଜିଲ୍ଲାକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କଲେ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଦିନ ୯ଟି ଜିଲ୍ଲାକୁ ମରୁଡ଼ି ଘୋଷିତ କରିଛନ୍ତି । ମରୁଡ଼ି ପ୍ରପୀଡ଼ିତ ଏହି ୯ଟି ଜିଲ୍ଲାରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ପ୍ରକାଶ । ରାଜ୍ୟ ସଚିବାଳୟଠାରେ ଗଣମାଧ୍ୟମକୁ ଏସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ…

ଆଜି ବାତ୍ୟା ପ୍ରଭାବିତ ଦକ୍ଷିଣ ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ତିତଲି ପ୍ରଭାବିତ ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରିବାକୁ ୨ଟି ଦଳରେ ବିଭକ୍ତ ହୋଇ ଭୁବନେଶ୍ୱରରେ ଗୁରୁବାର ଦିନ ପହଞ୍ଚିଛନ୍ତି ଏକ ଆଠଜଣିଆ କେନ୍ଦ୍ରୀୟ ଟିମ । ଏହି କେନ୍ଦ୍ରୀୟ ଦଳର ତିନିଜଣିଆ ସଦସ୍ୟ ଥିବା ଏକ ଦଳ ଆଜି ସକାଳେ ଭୁବନେଶ୍ୱର ପହଞ୍ଚିଥିବା ବେଳେ ଗତକାଲି…

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ନାମିତ ହେଲା ଝାରସୁଗୁଡା ବିମାନ ବନ୍ଦର

ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟ୍ ଗୁରୁବାର ଦିନ ଝାରସୁଗୁଡା ବିମାନ ବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ‘ବୀର ସୁାରନ୍ଦ୍ର ସାଏ’ଙ୍କ ନାମରେ ନାମିତ କରିବା ନେଇ ମଞ୍ଜୁରି ପ୍ରଦାନ କରିଛି । ଆଜି ଏନେଇ ଟ୍ୱିଟ୍ କରି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି । ଏଭଳି…

ଗଞ୍ଜାମ: ଚୋରି କରିବାକୁ ଆସି ନାବାଳିକାଙ୍କୁ ଦୁଷ୍କର୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରୀ କରିବାକୁ ଆସି କିଛି ଦୁର୍ବୃତ୍ତ ଅମାନୁସିକ ଭାବେ ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ଭଳି ଏକ ଲଜ୍ଜାଜନକ ଘଟଣା ନଜରକୁ ଆସିଛି । ସୂଚନା ଅନୁଯାୟୀ ନିକଟବର୍ତ୍ତୀ…

ଶ୍ରୀନଗର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ ନିକଟସ୍ଥ ଜଗୋ ଆରିଜଲ୍ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ ପାଖାପାଖି ୨ରୁ ୩ଜଣ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚ

ଥିରୁବନନ୍ତପୁରମ୍ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଥିରୁବନନ୍ତପୁରମ୍ ସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଏହି ମ୍ୟାଚ ଦୁଇ ଦଳ ମଧ୍ୟରେ କଡ୍ଡା ମୁକାବିଲାର ସମ୍ଭାବନା ରହିଛି । ଏବେସୁଦ୍ଧା ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ୨-୧ରେ ଲିଡ୍…

ସୁଟିଂ ସେଟରେ ଏଲିନାଙ୍କ ସୁରକ୍ଷା କବଚ…

ଭୁବନେଶ୍ୱର: ଏଲିନା ସାମନ୍ତରାୟ ଓଲିଉଡ ସିନେମାରେ ଏବେ ଜଣେ ଆଗଧାଡ଼ିର ନାୟିକା । ୨୦୧୪ରେ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ରିୟାଲିଟି ଶୋ’ ମାଧ୍ୟମରେ ଏଲିନା ପ୍ରଥମେ ଅଭିନୟ ଜଗତରେ ପାଦ ଥାପିଥିଲେ । ତାଙ୍କ ଦ୍ୱାରା ଅଭିନିତ ପ୍ରଥମ ସିନେମା ହେଉଛି ‘ଇସ୍କ ତୁ ହି ତୁ’ ଏବଂ ଏଥିରେ ସୁପରଷ୍ଟାର୍…

ରାଜଧାନୀରେ ଅନୁଷ୍ଠିତ ହେବ ବିଶ୍ୱସ୍ତରୀୟ ପୁସ୍ତକମେଳା

ଭୁବନେଶ୍ୱର: ଭୁବନେଶ୍ୱର ଆସନ୍ତା ବର୍ଷ ଫେବୃଆରୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବିଶ୍ୱସ୍ତରୀୟ ପୁସ୍ତକମେଳା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ମେଳା ଆୟୋଜିତ ହେବ ଓ ଏଥିରେ ସାରା ପୃଥିବୀର ଶହଶହ ପୁସ୍ତକ ପ୍ରକାଶନ ସଂସ୍ଥା ଅଂଶଗ୍ରହଣ…

ଜାଣନ୍ତୁ ବିଶ୍ୱର ସର୍ବୋଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବିଷୟରେ କିଛି ରୋଚକ କଥା

ଭୁବନେଶ୍ୱର : ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମ୍ମାନ ଜଣାଇ ତାଙ୍କର ୧୪୩ ତମ ଜୟନ୍ତୀରେ ଦେଶର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହି ଯୋଜନାରେ ସମୁଦାୟ ୨,୦୬୩ କୋଟି ଟଙ୍କା…