ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦର୍ଶିତ ହେଲା ‘ସହିଦ ବାଜି ରାଉତ ପ୍ରାମାଣିକ ଚଳଚ୍ଚିତ୍ର’ର ପ୍ରିମିୟର୍
ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସହୀଦ ବାଜିରାଉତଙ୍କ ଉପରେ ନିର୍ମିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ସଚିବାଳୟ ଠାରେ ପ୍ରଦର୍ଶିତ ହୋଇଯାଇଛି । ଏହି ୨୫ ମିନିଟର ପ୍ରାମାଣିକ ଚଳଚ୍ଚିତ୍ରରେ ସହୀଦ ବାଜି ରାଉତଙ୍କ ସାହସ ଓ ଦେଶଭକ୍ତିର ସଫଳ ଉପସ୍ଥାପନା କରାଯାଇଛି…