# ମି-ଠୁ: ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ଏମ.ଜେ ଆକବର
ନୂଆଦିଲ୍ଲୀ : ବିଦେଶଗସ୍ତରୁ ଫେରିବା ପରେ ରବିବାର ବୈଦଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ଉପରେ ଲାଗିଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ତାଙ୍କ ବିରୁଦ୍ଧରେ ହୋଇଥିôବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ମିଥ୍ୟା ଓ ମନଗଢା କଥା ବୋଲି କହିଛନ୍ତି ।…