ଲ୍ୟାପଟପ୍ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଯୁବକ
ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦ ଠାରେ ଏକ ଲ୍ୟାପଟପ୍ ବିସ୍ଫୋରଣ ଘଟିଛି । ଲାପଟପର ମାଲିକ ରାହୁଲ କୁମାର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୋଏଡ଼ା ସେକ୍ଟର ୬୨ରେ ରହୁଥିବା ରାହୁଲ ଏକ ନେଟୱର୍କିଂ କମ୍ପାନିରେ କାମ କରନ୍ତି । ରାହୁଲ…