ଓଡ଼ିଶାକୁ ଗାଳିଦେବା ମହଙ୍ଗା ପଡ଼ିଲା, ଗିରଫ ହେବେ ଅଭିଯୁକ୍ତ ଅଭିଜିତ
ନୂଆଦିଲ୍ଲୀ: ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶା ରାଜ୍ୟ, ଓଡ଼ିଶାର ବିଧାୟକ ତଥା ସାମ୍ବାଦିକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବଙ୍ଗାଳୀ ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ଅଡୁଆ ଏବେ ବଢିଲା । ସୁପ୍ରିମକୋର୍ଟ ତାଙ୍କର…