Latest Odisha News

BREAKING NEWS

ଦେବ ଦୀପାବଳିର ଦ୍ଵିତୀୟ ଦିନ: ଆଜି ଦଶରଥ ଓ ବାସୁଦେବଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ: ସୋମବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଆଲୋକର ଉତ୍ସବ। ତିନିଦିନ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଉତ୍ସବକୁ ଦେବଦୀପାବଳି ବୋଲି କୁହାଯାଏ । ଆଜି ଏହି ଦେବ ଦୀପାବଳିର ଦ୍ଵିତୀୟ ଦିନ । ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର ନିଜର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୧୧-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୬ ରିଖ ମଙ୍ଗଳବାର ବିଛା ୧୦ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ବିଶାଖା ନକ୍ଷତ୍ର ଦିନ ଘ୧୦-୧୧ମିନିଟ୍…

ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟରୁ ଆସି ପହଁଚିବ ୬୦୯୦ ମେଟ୍ରିକ ଟନ୍ ପିଆଜ !

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏଥିପୂର୍ବରୁ ଗତ ୨୩ ତାରିଖରେ ସଚିବଙ୍କ ପକ୍ଷରୁ ଏ…

ପାଣ୍ଡିଆନ୍ ଆଉଥରେ କୋରାପୁଟ ଯାଆନ୍ତୁ ବୋଲି ତାରା ବାହିନୀପତି ଚାହାଁନ୍ତି; କାହିଁକି ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଅନୁଯାୟୀ ଶାସନ ପରିଚାଳନା ବ୍ୟବସ୍ଥାକୁ ଜାତୀୟସ୍ତରରେ ପ୍ରଶଂସା କରାଯାଇଛି । ସେମିତି କହିବାକୁ ଗଲେ ସୋମବାର ଦିନ ବିଧାନସଭାରେ ସମସ୍ତ ବିଜେଡ଼ି ବିଧାୟକମାନେ ମନେ ମନେ ନିଶ୍ଚିତ ରୂପେ ଖୁସି ଅନୁଭବ କରୁଥିବେ । କଥାହେଲା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ…

ବାର୍ଷିକ ବଜେଟର ୩୭ % ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶ ଏବେ ଚାଲିଥିବା ବେଳେ ଆଜି ବଜେଟ୍ ସମ୍ପର୍କରେ ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ପ୍ରଶ୍ନର ଉତ୍ତରଦେଇ କହିଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା…

ଘୋଡ଼ାରେ ବସି ନିଜ କର୍ତ୍ତବ୍ୟ କରୁଛନ୍ତି ଏହି ଇଞ୍ଜିନିୟର୍, କାହିଁକି ଜାଣନ୍ତୁ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଘୋଡାପିଠିରେ ବସି ରାସ୍ତାଘାଟ ମରାମତି କାର‌୍ୟ୍ୟ ତଦାରଖ କରୁଛନ୍ତି ଜଣେ ବ୍ୟକ୍ତି। ସେ କୌଣସି ସାମନ୍ତ କିମ୍ବା ଜମିଦାର ନୁହଁନ୍ତି । ସମ୍ପୄକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୪୧ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା, ଯଏକି ମାଲକାନଗିରି…

ଆଇପିଏସ ମନୋଜ ଛାବ୍ରାଙ୍କୁ ସ୍ପେଶାଲ୍ ଡ଼ିଜି (କାରାଗାର) ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ତଥା ସ୍ପେଶାଲ୍ ଆର୍ମଡ଼ ପୋଲିସ (ଏସଏପି) ର ସ୍ପେଶାଲ୍ ଡ଼ିଜିପି ମନୋଜ ଛାବ୍ରାଙ୍କୁ କାରାଗାର ବିଭାଗର ଅତିରିପ୍ତ ଡ଼ିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ଏବଂ ଏହାଫଳରେ ଏହି ପଦବୀରେ ଥିବା…

ବାଂଲାଦେଶ କ୍ରିକେଟ ବୋର୍ଡ଼ ୭ ଜଣ ଖେଳାଳି ଦେବାକୁ ବିସିସିଆଇକୁ କରିଛି ଅନୁରୋଧ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ( ବିସିସିଆଇ)କୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ୭ ଜଣ ଭାରତୀୟ ଖେଳାଳି ଦେବାକୁ ଅନୁରୋଧ କରିଛି । ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ବିଶ୍ୱ ଏକାଦଶ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚରେ ଏସିଆ ଏକାଦଶ ପାଇଁ ୭ ଜଣ ଭାରତୀୟ ଖେଳାଳିଙ୍କୁ ଦେବାକୁ…

ମଧୁମେହ ପାଇଁ ରାମବାଣ ଏହି ଜୁସ !

ଭୁବନେଶ୍ୱର: ମନୁଷ୍ୟ ଶରୀରରେ ଇନସୁଲିନ ହରମୋନର ପରିମାଣ କମ ହୋଇଗଲେ ଡାଇବେଟିସ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ ଯାହା ଇନସୁଲିନ ଭଳି ପୋଷକ ତତ୍ତ୍ୱରେ ଭରି ରହିଥାଏ ଓ ଡାଇବେଟିସ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତାହା ହେଉଛି କଲରା।…