Latest Odisha News

BREAKING NEWS

ସ୍ୱାସ୍ଥ୍ୟସେବା ଲାଗି ଟୋଲ୍ ଫ୍ରି’ ନଂ ଶୁଭାରମ୍ଭ କଲେ ଓଡିଶା ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ତଥା ପରାମର୍ଶ ଲାଗି ଜନସାଧାରଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । କେବଳ ଗୋଟିଏ ମାତ୍ର କଲ୍ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲୋକମାନେ ସହଜରେ ପାଇପାରିବେ । ଏଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି’…

ଡିଡ଼ିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଓ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡ଼ିସିଏ)ର ସଭାପତି ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚୋଟତା ତଥା ସ୍ୱଚ୍ଛତା ପରି ଆଦର୍ଶକୁ ସେ କେବେବି ଜଳାଞ୍ଜଳି…

ଆଜି ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ଭୁବନେଶ୍ୱର: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶନିବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ସେହିପରି ରାଜଧାନୀରେ…

ଖାକି ବର୍ଦ୍ଦିରେ ରାଣୀଙ୍କ ଦମଦାର୍ ଲୁକ୍, ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ଟ୍ରେଲର

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ନିକଟରେ ତାଙ୍କ ଅଭିନୀତ ‘ମର୍ଦାନୀ ୨’ର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍…

ବଲାଙ୍ଗିରରେ ଯୁବକଙ୍କୁ ଦଳିଦେଲା ହାତୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ନିକଟରେ ଶୁକ୍ରବାର ରାତିରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଶ୍ରୀରାମ ବିଶ୍ୱାଳ ଏବଂ ତାଙ୍କ ଘର ଧଉଁରାଦାଦର ଗ୍ରାମରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି ରାତିରେ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲାର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶନିବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ମିଳିଥିବା ସୂଚନା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୬ରିଖ ଶନିବାର ତୁଳା ୩୦ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ…

୪ର୍ଥ ଦିନରେ ଐତିହାସିକ କଟକ ବାଲିଯାତ୍ରା, ଆକୃଷ୍ଟ କରୁଛି କାଶ୍ମିରୀ ସାଲ୍…..

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ୪ର୍ଥ ଦିନ। ଐତିହାସିକ  ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ଖାଦ୍ୟ ତଥା…

ଶିବସେନା ଓ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୃଢୋକ୍ତି

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଏବେବି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି ।ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ପରି ନାହିଁନ୍ତି । ସମସ୍ତ ଦଳକୁ ରାଜ୍ୟପାଳ ନୂଆ ସରକାର ଗଠନ କରିବାକୁ ଡକାଇଥିଲ ମଧ୍ୟ ସମସ୍ତ ଦଳ ନିଜ…