Latest Odisha News

BREAKING NEWS

ଓଡିଶା ପୋଲିସରେ ଯୋଗ ଦେଲେ ୩ ଆଇପିଏସ ଅଧିକାରୀ

ଭୁବନେଶ୍ୱର: ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଓ ଡେରାଡୁନଠାରେ ପ୍ରଶିକ୍ଷଣ ଲାଭ କରିବା ପରେ ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି ୨୦୦୮ବ୍ୟାଚର ୩ ଜଣ ଆଇପିଏସ ଅଧିକାରୀ । ଓଡିଶା କ୍ୟାଡ଼ରର ଏହି ତିନି ଆଇପିଏସ ଅଧିକାରୀ ମାନେ ହେଉଛନ୍ତି ଏସ ସୁଶୀରି (କେରଳ), ନିତେଶ ୱାଧବାନୀ…

ପୋଷା ଶୁଆର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ସହ ବ୍ରାହ୍ମଣ ଭୋଜନ କରାଇଲେ ମାଲିକ !

ଭୁବନେଶ୍ୱର: ପରିବାରର କୌଣସି ସଦସ୍ୟ ଆରପାରିକୁ ଚାଲିଗଲେ କୋହ କଷ୍ଟରେ ଛାତି ଫାଟି ପଡେ । ଆତ୍ମୀୟ ସ୍ଵଜନଙ୍କ ପରଲୋକରେ ମ୍ରିୟମାଣ ହୋଇଯାଆନ୍ତି ବନ୍ଧୁ ପରିଜନ। ଉମରକୋଟ ଅଞ୍ଚଳର ଯୁବ ଆଇନଜୀବୀ ରାମ ନାୟକଙ୍କ ଘରେ ମଧ୍ୟ ଆଜି ଶୋକକୁଳ ପରିବେଶ । ପରିବାରର ପ୍ରିୟ ସଦସ୍ୟଙ୍କୁ ହରାଇ ଭାଙ୍ଗି…

ନଦୀର ନାମ ଗନ୍ଧବତୀ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ ନଦୀର ନାମ ଗନ୍ଧବତୀ... ସୁଦର୍ଶନ ଦାସ ଗନ୍ଧବତୀ ନାମକ ଏକ ନଦୀକୁ ଓଡ଼ିଶାରେ ବହୁତ କମ୍ ଲୋକ ଜାଣନ୍ତି । ଉତ୍କଳ – କଳିଙ୍ଗ ସଭ୍ୟତା ଏକଦା ଗଢି ଉଠିଥିଲା ଏହି ନଦୀ କୂଳରେ । ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ…

ଚାଷୀଙ୍କୁ ଋଣ ଦେବାରେ ବ୍ୟାଙ୍କର ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଗକୁ ଆସିଲେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର…

ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ: ଗୁରୁ ରାମହରି ଦାଶଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’

ଭୁବନେଶ୍ୱର:ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ତରଫରୁ ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ-୨୦୧୯ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଗୁରୁ ରାମହରି ଦାସଙ୍କୁ ‘ଗୁୁରୁ ସିଂହାରୀ ସମ୍ମାନ’, ସୁଶ୍ରୀ ବୀଣାପାଣି ନାୟକଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଏବଂ ରୁପକ ପରିଡ଼ାଙ୍କୁ ‘ଗୁରୁ ଗୋପାଳ…

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅନ୍ତିମ କାର୍ଯ୍ୟଦିବସ; ସେ ଦେଇଥିବା କେତେକ ଐତିହାସିକ ରାୟ…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ନ୍ୟାୟାଧିଶ ରଞ୍ଜନ ଗୋଗୋଇଙ୍କର ଆଜି ହେଉଛି ନ୍ୟାୟାଳୟରେ ଅନ୍ତିମ କାର୍ଯ୍ୟଦିବସ । ସେ ଆସନ୍ତା ୧୭ ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ମାତ୍ର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ…

ଡିସେମ୍ବର ୧ରୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ: ମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ରୁ ପୂର୍ବପରି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଆଉ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜୋରିମାନା ମଧ୍ୟ ଆଦାୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ…

ରାଜଧାନୀରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ କେହି ଦୁବୃର୍ତ୍ତ ଶୁକ୍ରବାର ଦିନ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ,…

ମହଙ୍ଗା ହେଲା ଟ୍ରେନ ଖାଦ୍ୟ; ଜାଣନ୍ତୁ ପରିବର୍ତ୍ତିତ ଦର

ମୁମ୍ବଇ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖରାପ ଖବର । ବୃଦ୍ଧି ପାଇବାକୁ ଯାଉଛି ଟ୍ରେନ ଖାଦ୍ୟର ଦାମ୍‍ । ଏନେଇ ରେଲୱେ ବୋର୍ଡ଼ର ପର୍ଯ୍ୟଟନ ଏବଂ ଖାଦ୍ୟ-ପାନୀୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ସର୍କୁଲାର୍‍ ଜାରି କରାଯାଇଛି। ରେଲୱେ ବୋର୍ଡ଼ ସର୍କୁଲାର୍‍ ଅନୁସାରେ, ଆଇଆରସିଟିସିର…

ବିଜେଡିର ୩ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ୩ ବରିଷ୍ଠ ନେତାଙ୍କୁ  ଦେଇଛନ୍ତି ନୂଆ ଦାୟିତ୍ୱ । ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସଧାରଣ ସମ୍ପାଦକ(ଅର୍ଗାନାଇଜେସନ) ଓ ସଞ୍ଜୟ ଦାସ ବର୍ମାଙ୍କୁ ହେଡ…