Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ପରିବେଶବିତ୍ ନଦିଆଚାନ୍ଦ କାନୁନଗୋ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍,ବନ୍ୟପ୍ରାଣୀ ବିଶେଷଜ୍ଞ, ସ୍ତମ୍ଭକାର ତଥା ଲେଖକ ନଦିଆଚାନ୍ଦ କାନୁନଗୋଙ୍କର ଗୁରୁବାର ସକାଳେ ନୀଳାଦ୍ରି ବିହାରସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା…

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା…

‘ବୁଲବୁଲ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍, କରୁଛନ୍ତି କ୍ଷୟକ୍ଷତିର ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ…

ଟ୍ରେନରେ ଜନ୍ମ ନେଲେ ୩ ଶିଶୁ, ପରେ ଆଖି ବୁଜିଲେ

ଭଦ୍ରକ: ଭଦ୍ରକ ରେଳୱେ ଷ୍ଟେସନରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ଚଳନ୍ତା ଟ୍ରେନରେ ୩ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ପରେ ମା’ ଓ ନବଜାତକକୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଶିଶୁ ପୁତ୍ରଙ୍କର…

ଓଡିଶାର ଖୋକା ସାର୍; ଯାହାଙ୍କ ସଙ୍ଗାତ ସାପ ଓ ମୟୂର

କେନ୍ଦୁଝର: ସାଧାରଣତଃ ସାପକୁ ଦେଖିଲେ ସମେସ୍ତ ଭୟଭୀତ ହୋଇପଡିଥାନ୍ତି । ଏପରିକି ମଣିଷ କୌଣସି ଅଘଟଣକୁ ଏଡାଇବାକୁ ଯାଇ ବେଳେବେଳେ ସାପକୁ ମାରିବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜିର ସମାଜରେ କିଛି ଏଭଳି ଲୋକ ଅଛନ୍ତି, ଯେଉଁମାନେ ସରୀସୃପଙ୍କୁ ନିଜର ସାଙ୍ଗ ଭଳି ବ୍ୟବହାର କରିଥାନ୍ତି ।…

ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା…

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ, ପୋଲିସର ଛାନଭିନ୍ ଜାରି

ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ସ୍ଥିତ ଏକ ବନ୍ଦ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବନ୍ଦ ଘରେ ଏକ ଦମ୍ପତି ରହୁଥିବା ବେଳେ କିଛି ଦିନ ହେବ ଘର ବନ୍ଦ ରହିଛି ।…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ବି ଭୁବନେଶ୍ୱର ପ୍ରଧାନ କଂସ ହେବେ !

ବରଗଡ଼: କଂସ ଭୂମିକାର ଅଭିନେତା ଚୟନ ନେଇ ଗତ କିଛିଦିନ ହେଲା ଯେଉଁ ଅଚଳାବସ୍ଥା ଜାରି ରହିଥିଲା ଶେଷରେ ତାହାର ଅବସାନ ଘଟିଛି । ଗତଥର ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ ଏହି ବିଶାଳ ଖୋଲାମଞ୍ଚରେ କଂସ ଭୂମିକାରେ ଅଭିନୟ ଜାରି ରଖିବେ ।…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ; ଏକାଧିକ ବିଲକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଏକାଧିକ ବିଲ୍ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି । ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୨ଟା ୧୫ମି.ରେ ଆରମ୍ଭ ହେବାର…

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ଗାଡି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋର: ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ତଳନଗର ନିକଟରେ ଶୁକ୍ରବାର ଦିନ ଏକ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ ହେବାରୁ ପାଖାପାଖି ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୁଜୁରାଟର ଆରବାଲିରୁ କିଛି ପର୍ଯ୍ୟଟକ ଏକ ୱିଙ୍ଗର ଗାଡି ଜରିଆରେ ପୁରୀ…