ପହିଲି ପଞ୍ଚୁକରେ ଲୋକାରଣ୍ୟ ଧବଳେଶ୍ବର ପୀଠ
କଟକ: ପବିତ୍ର କାର୍ତ୍ତିକମାସର ଶେଷ ପର୍ବ ପଞ୍ଚୁକର ଆଜି ପ୍ରଥମ ଦିନ । ଆଜିଠାରୁ ବାବା ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା ବ୍ରତ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ । କାର୍ତ୍ତିକ ବ୍ରତ ତଥା ବଡଓଷା କରିଥିବା ଭକ୍ତ ମାନେ…