Latest Odisha News

BREAKING NEWS

ଧାମରାରେ ଓଲଟିଲା ମାଛଧରା ବୋଟ୍, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ଭୁବନେଶ୍ୱର: ଭଦ୍ରକର ଧାମରାସ୍ଥିତ କାଳିନାଳୀ ନିକଟରେ ଏକ ମାଛଧରା ବୋଟ୍ କୌଣସି କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଉକ୍ତ ବୋଟଟି କାଳିନାଳୀ ନିକଟରେ ସମୁଦ୍ରରେ ବୁଡିଯାଇଥିଲା । ଉକ୍ତ ବୋଟରେ ଥିବା ସମସ୍ତ ମତ୍ସ୍ୟଜୀବୀମାନେ…

ବାତ୍ୟା ବୁଲବୁଲ୍: ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିବା ସହ ଓଡିଶାର ନିକଟତର ହେଉଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ପବନ ସହ ବର୍ଷା ଲାଗି ରହିଛି । ବାତ୍ୟା ବୁଲବୁଲ୍ ବର୍ତ୍ତମାନ ସମୟରେ ପାରାଦୀପ ଠାରୁ ପ୍ରାୟ ୧୧୦ କିମି. ଦୂରରେ…

ଅଯୋଧ୍ୟା ମାମଲା: ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ନବୀନ ଓ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି ଶନିବାର ଦିନ ପ୍ରକାଶ ପାଇବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଚୂଡାନ୍ତ…

ପଣ୍ଡିଚେରୀରେ ଶିଳ୍ପୀ ପଞ୍ଚାନନ ସାମଲଙ୍କ ଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ପଣ୍ଡିଚେରୀ ସହରର ଅରୋଧନ ଆର୍ଟ ଗ୍ୟାଲେରୀଠାରେ ଉଦଘାଟନ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ଟାଗୋର ଆର୍ଟସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଇ.ଏମ୍. ରାଜନ ଓ…

ମନରୁ ଲିଭିନି ‘ଫନୀ’ର ଭୟଙ୍କର ଦୃଶ୍ୟ; ପଲିିଥିନ୍ ତଳୁ ପୁଣି ଏକ ବାତ୍ୟାର ଆତଙ୍କରେ ଆତଙ୍କିତ ପୁରୀ…

ପୁରୀ: ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ…

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: କ୍ଷମା ମାଗିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତି କିଛିଦିନ ତଳେ ଦୁର୍ବ୍ୟବହାର କରିଥିଲେ । ଏହାକୁ ସବୁଆଡୁ ସାମ୍ବାଦିକ ମାନେ ଦୃଢ ବିରୋଧ କରିଥିଲେ ତେବେ ଶେଷରେ ଶୁକ୍ରବାର ଦିନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କରିଥିବା…

ଏୟାର ଇଣ୍ଡିଆ ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ୧୮୨ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଶୁକ୍ରବାର ଅପରାହ୍ନ ସାଢେ ୫ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ ୧୮୨ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନର ବାମ ପାଖରେ କୌଣସି…

ବାତ୍ୟା ସମୟରେ କ’ଣ କରିବେ ଓ କ’ଣ ନ’କରିବା ଉଚିତ, ଜାଣନ୍ତୁ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ସରିଛି । ଘଣ୍ଟାକୁ ୧୩ କିମି ବେଗରେ ଏହା ସ୍ଥଳଭାଗ ଆଡକୁ ମାଡି ଆସୁଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ କିପରି ପ୍ରସ୍ତୁତ ରହିବେ ଜାଣନ୍ତୁ... ବାତ୍ୟା ପୂର୍ବରୁ କ'ଣ କରିବେ : ୧.ବାତ୍ୟା ଖବର ଶୁଣି ସାଧାରଣତଃ ଲୋକେ…

ବାତ୍ୟା ପାଇଁ ପ୍ରସ୍ତୁତ ଯାଜପୁର; ପହଞ୍ଚିଲା ‘ଏନଡିଆରଏଫ’ ଟିମ

ଯାଜପୁର: ସାମ୍ଭାବ୍ୟ ବାତ୍ୟା ଯେତିକି ପାଖେଇ ଆସୁଛି ଏହାର ପ୍ରଭାବ ସେତିକି ଅନୁଭୁତ ହେଉଛି । ବାତ୍ୟା ବୁଲବୁଲର ମୁକାବିଲା କରିବା ନିମନ୍ତେ ଯାଜପୁର ଜିଲ୍ଲାରେ ପହଞ୍ଚିଛି ଏନଡିଆରଏଫ ଟିମ। ୨୫ ଜଣ ସଦସ୍ୟ ବିଶିଷ୍ଟ ଏହି ଏନଡିଆରଏଫ ଟିମରେ ଜଣେ ଇନ୍ସପେକ୍ଟର, ଜଣେ ସବ ଇନ୍ସପେକ୍ଟରଙ୍କ ସମେତ ୨୩…

ଓଡିଶାକୁ ନାହିଁ ବାତ୍ୟା ଭୟ: ‘ଏସଆରସି’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଓଡିଶାର ସ୍ଥଳଭାଗ ସ୍ପର୍ଶ କରିବ ନାହିଁ ବୋଲି ଏସାଆରସି ସ୍ପଷ୍ଟ କରିଛି । ତେବେ ଏହା ଓଡ଼ିଶା ଉପକୂଳର ନିକଟରୁ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ଓ ପବନ ହେବାର…