ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା; ଯାଜପୁର ଏସପିଙ୍କ ନାମରେ ଏତଲା ଦେଲା ବିଜେପି
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ପ୍ରତିଦିନ ଭିନ୍ନ ମୋଡ଼ ନେଉଛି ।
ଏହି ଘଟଣାରେ ଯାଜପୁର ଏସ.ପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ଦିନ ଜିଲ୍ଲାର ବିଭିନ୍ନ ଥାନାରେ ଏସ.ପି ଙ୍କ…