ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବେ
ଭୁବନେଶ୍ୱର : ବିଜେଡ଼ି ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଗତ ନଅମାସ ଧରି କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ ଶନିବାର ଦିନ କଟକ ବଡ଼ ମେଡ଼ିକାଲରୁ ଡ଼ିସଚାର୍ଯ ହୋଇଛନ୍ତି ।
ତେବେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଅଧିକ ଉନ୍ନତ…