ଜାମ୍ମୁ-କାଶ୍ମୀରରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ‘ବିଏସଏଫ ଯବାନ’
ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀରର ଦୋଦା ଜିଲ୍ଲାରେ ଜଣେ ବିଏସଏଫ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚାଳନା କରି ଆତ୍ମହତ୍ୟା କରିଥିବା ଶୁକ୍ରବାର ଦିନ ସେନାଅଧିକାରୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମୃତ ଯବାନଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ ସେ ଦୋଦାର ଡେପୁଟି କମିଶନରଙ୍କ…