ପୂର୍ବତଟ ରେଳପଥର ମେମୁ ଟ୍ରେନ ସେବା: କଟକକୁ ଯୋଗାଯୋଗ କରିବ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନ
ଭୁବନେଶ୍ୱର: ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ପୂର୍ବତଟ ରେଲୱେ କଟକ ସହିତ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନକୁ ଯୋଗାଯୋଗ କରିବାର ନିଷ୍ପତ୍ତି ଗ୍ରହଣ କରିଛି ।
କଟକ ଓ ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବା ସହିତ ଏହା କଟକ-ପାରାଦ୍ୱୀପ (୫୮୪୧୬) ଟ୍ରେନ ମାଧ୍ୟମରେ ପାସେଞ୍ଜର ଏବଂ…