ଦୀର୍ଘ ୪ ଘଣ୍ଟା ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀଛୁଆ
ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ମହୁଲପୁଞ୍ଜି ଜଙ୍ଗଲରେ ଥିବା ଏକ କୂଅ ମଧ୍ୟରୁ ଏକ ହାତୀଛୁଆକୁ ବନବିଭାଗ କର୍ମଚାରୀମାନେ ଅକ୍ଳାନ୍ତ ଉଦ୍ୟମ କରି ଉଦ୍ଧାର କରିପାରିଛନ୍ତି ।
ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିବା ହାତୀଛୁଆଟିକୁ ପ୍ରାୟ ଛଅରୁ ସାତ ବର୍ଷ ହେବ । ବରୁଣା…