Latest Odisha News

BREAKING NEWS

ରେଳଧାରଣା ଉପରକୁ ମାଡିଗଲା ଟ୍ୟାଙ୍କର, ଟ୍ରେନସେବା ବାଧାପ୍ରାପ୍ତ

ମୁନିଗଡା: ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଫାଟକ ନିକଟରେ ଶୁକ୍ରବାର ଦିନ ଏକ ଟ୍ୟାଙ୍କର ରେଳ ଧାରଣା ଉପରେ ଚଢ଼ି ଯାଇଛି । ଯାହାଫଳରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍ ଟ୍ରେନ ଯାତାୟାତରେ ବିଳମ୍ବ ହୋଇଛି । ସୂଚନାନୁଯାୟୀ ଉକ୍ତ ଟ୍ୟାଙ୍କରଟି ବିଶାଖାପାଟଣାରୁ ଆଲୁମିନିୟମ୍ ପାଉଡର ବୋଝେଇ କରି…

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା?

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା? କେଦାର ମିଶ୍ର ୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ - କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି…

ଏଥର ୩ ନୂଆ ଚାନ୍ଦି ମେଢରେ ଚମକିବ କଟକ ଦୁର୍ଗାପୂଜା

କଟକ: ଚଳିତ ବର୍ଷ କଟକ ଦୁର୍ଗାପୂଜାରେ ଚମକିବ ଆଉ ୩ଟି ନୂଆ ଚାନ୍ଦି ମେଢ । ଯାହାଫଳରେ ସିଲଭର୍ ସିଟିରେ ଏହି ଦୁର୍ଗାପୂଜାରେ ପ୍ରାୟ ୨୭ଟି ପେଣ୍ଡାଲ୍ ଗଢିଉଠିବ । ଛତ୍ର ବଜାର, ଗଙ୍ଗା ମନ୍ଦିର ଓ ବିଡାନାସୀ ପୂଜା କମିଟି ଦ୍ୱାରା ୩ ନୂଆ ଚାନ୍ଦି ମେଢର ଆୟୋଜନ କରାଯିବ । ଏହି ମେଢ ନିର୍ମାଣ…

ପଞ୍ଜୁରି

ପଞ୍ଜୁରି ମାନମୟୀ ରଥ ଆମେ ଶିଖିବା ବନ୍ଦ କରିଥିବା ଶିକ୍ଷକ ଉଚ୍ଚାକାଂକ୍ଷୀ ଅଭିଭାବକ ଗଢିପାରୁକି ପିଲାମାନଙ୍କୁ ? ଆମେ ଚାହିଁ ରହୁ ଓ ଈର୍ଷା କରୁ ସେମାନଙ୍କ ସ୍ମିତକୁ ଓ ବିସ୍ମୟଵୋଧକୁ । ଆମେ ଅସହଣୀ ହୋଇ ଚାହୁଁ ସେମାନଙ୍କ ମୁହଁର ଫୁଲକୁ । ଆମ ଅନୁଷ୍ଠାନ ଓ ପରିବାରରେ ସେମାନେ…

ଇଂଲଣ୍ଡ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଶୁକ୍ରବାର ଦିନ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି। ଓଡିଶାର ଏହି ୩ ଜଣ ହକି ଖେଳାଳୀଙ୍କ ମଧ୍ୟରେ ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ରହିଛନ୍ତି ।…

ପାରାଦୀପ ପୋର୍ଟକୁ ୨ ଚକିଆ ଯାନ ମନା !

ପାରାଦୀପ: ପାରାଦୀପ ପୋର୍ଟରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ୨ ଚକିଆ ଯାନ ଚଳାଚଳ ଉପରେ ଶୁକ୍ରବାର ଦିନ କର୍ତ୍ତୃପକ୍ଷ ପ୍ରତିବନ୍ଧକ ଲଗାଇଛନ୍ତି । ପୂର୍ବରୁ ବନ୍ଦରର ନିଷିଦ୍ଧାଞ୍ଚଳରେ ଶ୍ରମିକ ଓ କର୍ମଚାରୀମାନେ ବାଇକ୍ ଓ ସାଇକେଲ୍ ଯୋଗେ…

ଭିନ୍ନକ୍ଷମଙ୍କ ଲାଗି ଆସୁଛି ନୂଆ ମୋବାଇଲ୍ ଆପ୍ସ…

ଭୁବନେଶ୍ୱର: ରାଜ୍ୟରେ ଥିବା ମାନସିକ ବିକାରଗ୍ରସ୍ତ ପିଲାମାନଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସ ଦ୍ୱାରା ସଞ୍ଚାଳିତ ଡିଜିଟାଲ୍ ଏକାଡେମୀର ସହାୟତାରେ ଏକ ମୋବାଇଲ୍ ଆପ୍ସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଓଡିଶା ସାରକାର । ଏନେଇ ସମ୍ପୃକ୍ତ ବିଭାଗୀର ମନ୍ତ୍ରୀ ଅଶୋକ…

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶୁକ୍ରବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସକାଳ ୬ଟା…

ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ସୂଚନାଯୋଗ୍ୟ,  ପାଠପଢା ସରିବା ପରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୩ରିଖ ଶୁକ୍ରବାର ସିଂହ ୨୮ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ଶତଭିଷା…