‘କୌନ୍ ବନେଗା କରୋଡ଼ପତି’ରେ ଏମପି ଚନ୍ଦ୍ରାଣୀ ମୂର୍ମୁ !
ଭୁବନେଶ୍ୱର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁଙ୍କ ନାମ ‘କୌନ୍ ବନେଗା କରୋଡ଼ପତି-୧୧’ରେ ଏକ ପ୍ରଶ୍ନର ଉତ୍ତରରେ ରହିଛି ।
ଟିଭିରେ ପ୍ରସାରିତ ହେଉଥିବା ଏହି ‘କୌନ୍ ବନେଗା କରୋଡ଼ପତି’ରେ ଲୋକପ୍ରିୟ କାର୍ଯ୍ୟକ୍ରମରେ ବିଗ୍ ବି ଅମିତାଭ ବଚ୍ଚନ୍ ସାମ୍ନାରେ ବସିଥିବା ଅଂଶଗ୍ରହଣକାରୀଙ୍କୁ ଏକ…