ଜାଣନ୍ତୁ, କେଉଁ ୬ଜଣ ବିଜେଡ଼ି ନେତାଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦବୀ…
ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସମେତ ବିଭିନ୍ନ ସରକାରୀ ବିଭାଗ ଲାଗି ସମୁଦାୟ ୧୧ ଜଣ ବିଜେଡ଼ି ନେତାଙ୍କୁ ସଚିବ ତଥା ପ୍ରମୁଖ ସଚିବ ସ୍ତରୀୟ ପାହ୍ୟା ପ୍ରଦାନ କରିଛନ୍ତି । ଏହି ସମସ୍ତ ନେତାମାନେ…