ସୁନାବେଡ଼ା ଏଚଏଏଲ୍ ୟୁନିଟରେ କମ୍ପ୍ରେସର୍ ବିସ୍ଫୋରଣ: ୧ କର୍ମଚାରୀ ମୃତ
କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ (ଏଚଏଏଲ୍) ଫ୍ୟାକ୍ଟ୍ରିରେ କମ୍ପ୍ରେସର ବିସ୍ଫୋରଣ ଘଟିବା ଫଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନୀ ଘଟିଛି ।
ମୃତ କର୍ମଚାରୀ ଜଣକ ସୁଦାମ ମହାନ୍ତି ବୋଲି ଜଣାପଡ଼ିଛି । ଏହି ବିସ୍ଫୋରଣରେ ମୃତକଙ୍କ…