ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ୫ଦିନିଆ ଦୈନିକ ଶୁଣାଣିକୁ ମୁସଲିମ ପକ୍ଷର ବିରୋଧ
ନୂଆଦିଲ୍ଲୀ: ଅଯୋଧ୍ୟାର ବହୁଚର୍ଚ୍ଚିତ ରାମଜନ୍ମଭୂମି-ବାବରୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଯେଉଁ ୫ ଦିନିଆ ଦୈନିକ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ତାହାକୁ ଶୁକ୍ରବାର ଦିନ ବିରୋଧ କରିଛି ମୁସଲିମ ପକ୍ଷ । ଏହି ମାମଲାକୁ ନେଇ ଆଜି ଗଠିତ ଖଣ୍ଡପୀଠର ଶୁଣାଣି ଚାଲିଥିବା ସମୟରେ ହିଁ…