Latest Odisha News

BREAKING NEWS

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରେଳ ସେବା ବାଧାପ୍ରାପ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁଁ ମୁମ୍ବାଇ ରେଳ ମଣ୍ଡଳରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ମାଟି ଅତଡ଼ା ଖସୁଛି। ଫଳରେ ରେଳ ଚଳାଚଳ ଏକପ୍ରକାର ପ୍ରଭାବିତ ହୋଇଛି I ଏଥିପାଇଁ ପୂର୍ବତଟ ରେଳପଥକୁ ଆସିବାକୁ ଥିବା ଏବଂ ଏହାର ପରିସୀମାରୁ ମୁମ୍ବାଇ…

ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ବିଜେଡ଼ିର ସମର୍ଥନ

ନୂଆଦିଲ୍ଲୀ: ସଂସଦରେ ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ଏହି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟର ମାନ୍ୟତା ଦେବା ପ୍ରସଙ୍ଗକୁ ବିଜୁ ଜନତା ଦଳ (ବିଜେଡ଼ି) ସମର୍ଥନ କରିଛି । BJD MP, Prasanna Acharya in Rajya Sabha: In real sense today, Jammu & Kashmir…

ଧାରା ୩୭୦ ଉଚ୍ଛେଦକୁ ନେଇ କ’ଣ କହିଲେ ଏହି ବଲିଉଡ୍ ସେଲିବ୍ରିଟି !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଏହାକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି ଅନେକ ନେତା, ଅଭିନେତା ତଥା ଅଭିନେତ୍ରୀ । ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ଭାବାବେଗକୁ ପ୍ରକାଶ…

ମୁମ୍ବାଇ ବର୍ଷା: ବାତିଲ ହେଲା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ

ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିôବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା (ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ) ବାତିଲ ହୋଇଛି । ଏନେଇ ସୋମବାର ଦିନ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଭୁବନେଶ୍ୱରରେ…

ପୋଲିସ ଏନକାଉଣ୍ଟରରେ, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଆସ୍କା/ପାରାଦୀପ: ଗଞ୍ଜାମ ଓ ଜଗତସିଂହପୁର ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ଗୁରୁ ପ୍ରସାଦ ସ୍ୱାଇଁ ଓ ବିକ୍ରମ ପାଲ ଓରଫ୍ ଡନ୍ ବୋଲି ଜଣାପଡିଛି ।

ଧାରା ୩୭୦ ଉଚ୍ଛେଦ, କେନ୍ଦ୍ରଶାସିତ ଅଞ୍ଚଳ ହେବ ଜମ୍ମୁ-କାଶ୍ମୀର !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ରାଜ୍ୟସଭାରେ ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଆଗତ କରିଥିଲେ । ଏହି ପ୍ରସ୍ତାବ…

କୋଇଲା ଖଣି ଦୁର୍ଘଟଣା: ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସିବା ଘଟଣାର ୨ ସପ୍ତାହ ପରେ ଆଜି ଅନ୍ୟଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଯାବତ୍ ଉଦ୍ଧାର ଶ୍ରମିକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ ତାରିଖ ରାତି…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର…

ଜମ୍ମୁ-କାଶ୍ମୀର: ଗୃହବନ୍ଦୀ ହେଲେ ମେହବୁବା ଓ ଓମାର, ଧାରା ୧୪୪ ଲାଗୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧିରେଧିରେ ରାଜନୈତିକ ଉଷ୍ଣତା ବଢୁଥିବାବେଳେ ବହୁମାତ୍ରାରେ ସୁରକ୍ଷାକର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏପରିକି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ…

ଚନ୍ଦ୍ରଯାନରୁ ଆସିଲା ପୃଥିବୀର ପ୍ରଥମ ଫଟୋ !

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚାନ୍ଦ୍ରାୟଣ-୨ରୁ ପ୍ରଥମ ଫଟୋଚିତ୍ର ଉତ୍ତୋଳନ କରି ପ୍ରକାଶ କରିଛି । ନୀଳ ରଙ୍ଗର ସୁଶୋଭିତ ପୃଥିବୀର ଏହି ବିରଳ ଫଟୋଟିକୁ ଶନିବାର ଦିନ ଚାନ୍ଦ୍ରାୟାଣ ୨ ଯାନର ବିକ୍ରମ ଲ୍ୟାଣ୍ଡରରୁ ଉତ୍ତୋଳିତ କରାଯାଇଛି । #ISRO First set of…